ମାଲ୍ ପିଇ ଢଳୁଛନ୍ତି ଡାକ୍ତର ବାବୁ! | Odisha Reporter
Advertisment
ଚଉକିରେ ବସିଛନ୍ତି ଡାକ୍ତର ବାବୁ। ହେଲେ ଇଞ୍ଜେକ୍ସନ ଭରିବାକୁ ଅକ୍ଷମ। ଏତେ ପିଇଛନ୍ତି ଯେ ଠିକ ଭାବେ ଛିଡ଼ା ବି ହୋଇପାରୁ ନାହାନ୍ତି। ଶେଷରେ ପାଖରେ ଥିବା ସିକ୍ୟୁରିଟି ଗାର୍ଡ ଭରୁଛନ୍ତି ଇଞ୍ଜେକ୍ସନ। ଇଏ ଦୃଶ୍ୟ ହେଉଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ମେଡିକାଲର।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us