ବାମ ଗୋଡ଼ ବଦଳରେ ରୋଗୀଙ୍କ ଡାହାଣ ଗୋଡ଼ରେ ଡ୍ରେସିଂ କରିଦେଲେ

ଆନନ୍ଦପୁର(ମୁନା ସିଂ): ଡାକ୍ତରଖାନା କର୍ମଚାରୀଙ୍କ ଚରମ ଦାୟିତ୍ୱହୀନତା ଦେଖିବାକୁ ମିଳିଛି। ଚିକିତ୍ସା ପାଇଁ ଆସିଥିବା ଜଣେ ରୋଗୀଙ୍କ ବାମ ଗୋଡ଼ରେ ଡ୍ରେସିଂ ହେବାର ଥିଲା। ହେଲେ ଚିକିତ୍ସାଳୟ କର୍ମଚାରୀଙ୍କ ଚରମ ଦାୟିତ୍ୱହୀନତା ଯୋଗୁ ତାଙ୍କ ଡାହାଣ ଗୋଡ଼ରେ ଡ୍ରେସିଂ କରାଯାଇଛି। ଏଭଳି ଘଟଣା ଘଟିଛି, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଡାକ୍ତରଖାନାରେ। ସୂଚନା ଅନୁସାରେ, ଗୁହାଳିଆ ଗାଁର ମିତାରାଣୀ ଜେନାଙ୍କ ବାମଗୋଡ଼ରେ ଏକ କ୍ଷତ ହୋଇଥିଲା। ଏହାର ଚିକିତ୍ସା ପାଇଁ ସେ ଆନନ୍ଦପୁର ଡାକ୍ତରଖାନା ଆସି ଜଣେ ଶଲ୍ୟ […]

anandapur

anandapur

Rakesh Mallick
  • Published: Sunday, 10 February 2019
  • Updated: 10 February 2019, 12:11 PM IST

ଆନନ୍ଦପୁର(ମୁନା ସିଂ): ଡାକ୍ତରଖାନା କର୍ମଚାରୀଙ୍କ ଚରମ ଦାୟିତ୍ୱହୀନତା ଦେଖିବାକୁ ମିଳିଛି। ଚିକିତ୍ସା ପାଇଁ ଆସିଥିବା ଜଣେ ରୋଗୀଙ୍କ ବାମ ଗୋଡ଼ରେ ଡ୍ରେସିଂ ହେବାର ଥିଲା। ହେଲେ ଚିକିତ୍ସାଳୟ କର୍ମଚାରୀଙ୍କ ଚରମ ଦାୟିତ୍ୱହୀନତା ଯୋଗୁ ତାଙ୍କ ଡାହାଣ ଗୋଡ଼ରେ ଡ୍ରେସିଂ କରାଯାଇଛି। ଏଭଳି ଘଟଣା ଘଟିଛି, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଡାକ୍ତରଖାନାରେ।

ସୂଚନା ଅନୁସାରେ, ଗୁହାଳିଆ ଗାଁର ମିତାରାଣୀ ଜେନାଙ୍କ ବାମଗୋଡ଼ରେ ଏକ କ୍ଷତ ହୋଇଥିଲା। ଏହାର ଚିକିତ୍ସା ପାଇଁ ସେ ଆନନ୍ଦପୁର ଡାକ୍ତରଖାନା ଆସି ଜଣେ ଶଲ୍ୟ ଚିକିତ୍ସକଙ୍କୁ ଦେଖାଇଥିଲେ। ଏହାପରେ ଡାକ୍ତର ଦାୟିତ୍ୱରେ ଥିବା ଡ୍ରେସରଙ୍କୁ ବାମ ଗୋଡ଼ର ଅସ୍ତ୍ରୋପଚାର ପାଇଁ  ନିର୍ଦ୍ଦେଶ ଦେଇ ତାଙ୍କ ଦାୟିତ୍ୱ ସାରିଦେଇଥିଲେ। ହେଲେ ବାଉଳା ହୋଇ ଡ୍ରେସର ମିତାଙ୍କ ବାମଗୋଡ଼ ବଦଳରେ ଡାହାଣ ଗୋଡ଼ରେ ଡ୍ରେସିଂ କରିଥିଲେ।

ମିତା ଏବଂ ତାଙ୍କ ସ୍ୱାମୀ ଏହାର ଦୃଢ ପ୍ରତିବାଦ କରିବା ପରେ ଡ୍ରେସର ଜଣକ  ଘା ହୋଇଥିବା ଗୋଡ଼କୁ ପୁଣି ଥରେ ଡ୍ରେସିଂ କରିଥିଲେ। ମିତାଙ୍କ ବାମ ଗୋଡରେ ତ କ୍ଷତ ଥିଲା, ଡ୍ରେସରର ଅବହେଳାରୁ ଡାହଣ ଗୋଡ଼ ମଧ୍ୟ କ୍ଷତି ହୋଇଯାଇଛି। ଏବେ ମିତାଙ୍କ ଦୁଇ ଗୋଡ଼ରେ କ୍ଷତ ହୋଇଥିବାରୁ ସେ ଚଳପ୍ରଚଳ କରିପାରୁ ନାହାନ୍ତି।

ଏନେଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story