puriooo
Advertisment
ପୁରୀ (ଓଡ଼ିଶା ରିପୋର୍ଟର): ପବନରେ ଉଡ଼ିଗଲା ଶ୍ରୀମନ୍ଦିରର ପତିତପାବନ ବାନା। ଶ୍ରୀକ୍ଷେତ୍ରରେ ଆଜି ସକାଳେ ପ୍ରବଳ ବର୍ଷା ଓ ପବନ ହେବା ଯୋଗୁ ବାଉଁଶ ସହ ପତିତପାବନ ବାନା ଉଡ଼ିଯାଇଥିବା ଜଣାଯାଇଛି। ଏହାସହ ପ୍ରବଳ ବର୍ଷା ଯୋଗୁ ବଡ଼ ଦାଣ୍ଡରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହିଛି। ଏମିତିକି ରଥ ଖଳାରେ ମଧ୍ୟ ପାଣି ପଶିଯାଇଛି। କିଛି ରଥ କାଠ ମଧ୍ୟ ପାଣିରେ ବୁଡ଼ି ଯାଇଛି। ବର୍ଷା ଯୋଗୁ ରଥ କାମ କିଛି ସମୟ ବନ୍ଦ ଥିଲା। ବର୍ଷା ଛାଡ଼ିବା ପରେ ପୁଣି ରଥ କାମ ଆରମ୍ଭ ହୋଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/06/puriooo.jpg)