ବିଡିଓଙ୍କୁ ରାସ୍ତାରୁ ଟାଣିନେଲେ ମହିଳା, ପତ୍ତା ପାଉନି ପ୍ରଶାସନ!

ବ୍ରହ୍ମପୁର (ଅଶୋକ ବ୍ରହ୍ମା): ବିଡିଓଙ୍କୁ ରାସ୍ତାରୁ ଟାଣିନେଲେ ଆଦିବାସୀ ମହିଳା। ଚଲାଇ ଚଲାଇ ତାଙ୍କୁ କେଉଁ ଏକ ଅଜ୍ଞାତ ସ୍ଥାନରେ ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କ ପତ୍ତା ପାଉନି ଗଞ୍ଜାମ ଜିଲ୍ଲା ପ୍ରଶାସନ। ନିରିହ ଆଦିବାସୀ ମହିଳାମାନେ ହଠାତ୍‌ କାହିଁକି ରାଗିଲେ? କ’ଣ ପାଇଁ ଜଣେ ପ୍ରଶାସନିକ ଅଧିକାରୀଙ୍କୁ ରାସ୍ତାରୁ ଘୋଷାରି ନେଲେ? ପୂରା ଘଟଣାଟି ଏମିତି। ଗତ ୨୦ ତାରିଖରେ ପାତ୍ରପୁର ବ୍ଲକ୍‌ ତୁମ୍ବା ପଞ୍ଚାୟତରେ ମତଦାନ ସରିଛି। ହେଲେ ଆଦିବାସୀ ଅଧ୍ୟୁଷିତ ଧାଡ଼ିଆମ୍ବ ଗାଁର […]

Prakash-Das

Prakash-Das

Manoranjan Sial
  • Published: Wednesday, 23 February 2022
  • Updated: 23 February 2022, 05:03 PM IST

Sports

Latest News

ବ୍ରହ୍ମପୁର (ଅଶୋକ ବ୍ରହ୍ମା): ବିଡିଓଙ୍କୁ ରାସ୍ତାରୁ ଟାଣିନେଲେ ଆଦିବାସୀ ମହିଳା। ଚଲାଇ ଚଲାଇ ତାଙ୍କୁ କେଉଁ ଏକ ଅଜ୍ଞାତ ସ୍ଥାନରେ ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କ ପତ୍ତା ପାଉନି ଗଞ୍ଜାମ ଜିଲ୍ଲା ପ୍ରଶାସନ। ନିରିହ ଆଦିବାସୀ ମହିଳାମାନେ ହଠାତ୍‌ କାହିଁକି ରାଗିଲେ? କ’ଣ ପାଇଁ ଜଣେ ପ୍ରଶାସନିକ ଅଧିକାରୀଙ୍କୁ ରାସ୍ତାରୁ ଘୋଷାରି ନେଲେ?

ପୂରା ଘଟଣାଟି ଏମିତି। ଗତ ୨୦ ତାରିଖରେ ପାତ୍ରପୁର ବ୍ଲକ୍‌ ତୁମ୍ବା ପଞ୍ଚାୟତରେ ମତଦାନ ସରିଛି। ହେଲେ ଆଦିବାସୀ ଅଧ୍ୟୁଷିତ ଧାଡ଼ିଆମ୍ବ ଗାଁର ବହୁ ଲୋକ ମତଦାନରୁ ବଞ୍ଚିତ ହୋଇଥିଲେ। ଭୋଟ୍‌ ତାଲିକାରେ ନାଁ ନଥିବାରୁ ସେମାନେ ଭୋଟ୍‌ ଦେଇ ପାରି ନ ଥିଲେ। ଏହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ଆଜି ପାତ୍ରପୁର ବିଡିଓ ପ୍ରକାଶ ଦାସ ବିଦ୍ୟାଳୟ ରୂପାନ୍ତରିଣ କାମ ଦେଖି ଫେରୁଥିଲେ। ଏ ସମ୍ପର୍କରେ ଧାଡ଼ିଆମ୍ୱ ଗାଁର ମହିଳାମାନେ ଜାଣିପାରି ବିଡିଓଙ୍କୁ ବିଚ୍‌ ରାସ୍ତାରେ ଅଟକାଇ ଥିଲେ। ଆଉ ପ୍ରଶ୍ନ ପଚାରି ଘାଇଲା କରିଥିଲେ। ଭୋଟ୍‌ର ତାଲିକାରେ କାହିଁକି ନାଁ ନାହିଁ ବୋଲି ପଚାରିଥିଲେ? ଏହା ପରେ ମହିଳାମାନେ ବିଡିଓଙ୍କୁ ଗାଡ଼ିରୁ ଟାଣି ଗାଁ ଭିତରକୁ ନେଇ ଯାଇଥିଲେ। ତାଙ୍କୁ ସେମାନେ କୌଣସି ଏକ ଅଜ୍ଞାନ ସ୍ଥାନରେ ରଖିଥିବା ଜଣାପଡ଼ିଛି। ଖବର ଲେଖାଯିବା ସୁଦ୍ଧା ତାଙ୍କର ପତ୍ତା ମିଳିପାରି ନାହିଁ।

ଗାଁଟି ଦୁର୍ଗମ ଗଜପତି ଓ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର ସୀମାରେ ଅବସ୍ଥିତ। ସେଠାରେ ମୋବାଇଲ ଟାୱାର ନାହିଁ। ତେଣୁ ଗାଁ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରୁ ନାହିଁ। ତେଣୁ ଜିଲ୍ଲା ପ୍ରଶାସନ ଅଡୁଆରେ ପଡ଼ି ଯାଇଛି। ସେପଟେ ଚିକିଟି ଏସ୍‌ଡିପିଓ କୃଷ୍ଣଚନ୍ଦ୍ର ଭତ୍ରାଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ୍‌ ଫୋର୍ସ ଉକ୍ତ ଗାଁକୁ ଯାଇଛନ୍ତି। ଏଥିସହ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ବିଡିଓଙ୍କୁ ଉଦ୍ଧାର କରିବା ପାଇଁ ଗାଁକୁ ଯାଉଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story