Advertisment

ଚାଲିଗଲେ ଅଜା, ବାଜିଲା ଡିଜେ

ବରଗଡ ଜିଲ୍ଲା ତବଡା ପଞ୍ଚାୟତ ଅନ୍ତର୍ଗତ କଳଙ୍ଗାପାଳି ଗ୍ରାମର କୁଶ ମେହେର ବୟସ ୧୦୫ ଟପି ଥିବାବେଳେ ହଠାତ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏକ ନିଆରା ଭାବରେ ତାଙ୍କୁ ଦିଆଗଲା ବିଦାୟ ସମ୍ବର୍ଦ୍ଧନା ଓ କରାଯାଇଥିଲା ଶବ ସତ୍କାର।

author-image
Debendra Prusty

ବରଗଡ ଜିଲ୍ଲା ତବଡା ପଞ୍ଚାୟତ ଅନ୍ତର୍ଗତ କଳଙ୍ଗାପାଳି ଗ୍ରାମର କୁଶ ମେହେର ବୟସ ୧୦୫ ଟପି ଥିବାବେଳେ ହଠାତ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏକ ନିଆରା ଭାବରେ ତାଙ୍କୁ ଦିଆଗଲା ବିଦାୟ ସମ୍ବର୍ଦ୍ଧନା ଓ କରାଯାଇଥିଲା ଶବ ସତ୍କାର। 

Advertisment
Odisha Last Rites Centenarian