Advertisment

ମାଛ, ମାଂସ କିଣିବାକୁ ସାମାଜିକ ଦୂରତ୍ୱ ନିୟମକୁ ଫୁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋରନାକୁ ନେଇ ସାରା ଦେଶରେ ଏବେ ୨୧ ଦିନିଆ ଲକ୍‌ଡାଉନ୍ ଜାରି ରହିଛି। ଲୋକଙ୍କୁ ଘରୁ ନ ବାହାରିବାକୁ ଘନ ଘନ  ପରାମର୍ଶ ଦିଆଯାଉଛି। ଏଥିସହ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ହେଲେ ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ନିୟମକୁ ଫୁ’ କରି ଲୋକେ ମୁହଁକୁ ମୁହଁ ଯୋଡ଼ି ମାର୍କେଟିଂ କରୁଛନ୍ତି। ଭୁବନେଶ୍ୱରସ୍ଥିତ ୪ ନମ୍ବର ମାଛ ମାର୍କେଟରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ଆଜି ରବିବାର ଆମିଷ ବାର ଥିବାରୁ […]

ଅଦ୍ୟତନ ହୋଇଛି
ମାଛ, ମାଂସ କିଣିବାକୁ ସାମାଜିକ ଦୂରତ୍ୱ ନିୟମକୁ ଫୁ’

bbsr

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋରନାକୁ ନେଇ ସାରା ଦେଶରେ ଏବେ ୨୧ ଦିନିଆ ଲକ୍‌ଡାଉନ୍ ଜାରି ରହିଛି। ଲୋକଙ୍କୁ ଘରୁ ନ ବାହାରିବାକୁ ଘନ ଘନ  ପରାମର୍ଶ ଦିଆଯାଉଛି। ଏଥିସହ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି।

Advertisment

ହେଲେ ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ନିୟମକୁ ଫୁ’ କରି ଲୋକେ ମୁହଁକୁ ମୁହଁ ଯୋଡ଼ି ମାର୍କେଟିଂ କରୁଛନ୍ତି। ଭୁବନେଶ୍ୱରସ୍ଥିତ ୪ ନମ୍ବର ମାଛ ମାର୍କେଟରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି।publive-image

ଆଜି ରବିବାର ଆମିଷ ବାର ଥିବାରୁ ମାଛ ଓ ମାଂସ କିଣିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଗହଳି ହୋଇଛି। ଲୋକେ ଲାଗି ଲାଗି ଛିଡ଼ା ହୋଇ ମାଛ କିଣୁଛନ୍ତି।

Advertisment

ମାର୍କେଟରେ ଏତେ ଭିଡ଼ ସତ୍ତ୍ୱେ ପୁଲିସ କିମ୍ବା ପ୍ରଶାସନର ନଜର ନଥିବାରୁ ଲୋକଙ୍କ ଗହଳି ବଢ଼ିବାରେ ଲାଗିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe