Advertisment

ସୂର୍ଯ୍ୟବଂଶୀ ସୂରଜ କହିଲେ, ଲୋକେ ତାଳି ମାରିଲେ

ସୂର୍ଯ୍ୟବଂଶୀ ସୂରଜ କହିଲେ, ଲୋକେ ତାଳି ମାରିଲେ। ଭରା ସଭାରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ କଥା କହିଲେ। ଝାରସୁଗୁଡ଼ାରେ ଆଜି ଗୋଟିଏ ମାଆର ପୁଅ ଅସୁରକ୍ଷିତ। ଏମିତି କହି ସରକାରଙ୍କ ଉପରେ ବର୍ଷିଥିଲେ ଧାମନଗରର ଯୁବ ବିଧାୟକ ସୂର୍ଯ୍ୟବଂଶୀ ସୂରଜ।

author-image
Debendra Prusty

ସୂର୍ଯ୍ୟବଂଶୀ ସୂରଜ କହିଲେ, ଲୋକେ ତାଳି ମାରିଲେ। ଭରା ସଭାରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ କଥା କହିଲେ। ଝାରସୁଗୁଡ଼ାରେ ଆଜି ଗୋଟିଏ ମାଆର ପୁଅ ଅସୁରକ୍ଷିତ। ଏମିତି କହି ସରକାରଙ୍କ ଉପରେ ବର୍ଷିଥିଲେ ଧାମନଗରର ଯୁବ ବିଧାୟକ ସୂର୍ଯ୍ୟବଂଶୀ ସୂରଜ। 

Advertisment
Odisha BjD Bjp Jharsuguda Bypoll