ଅଫିସରଙ୍କ ମନମାନି, ଜନ ପ୍ରତିନିଧିଙ୍କ ପାଟି ଫିଟୁନି | Odisha Reporter
ବିଏମସି ଅଫିସରେ ଏବେ ଜନପ୍ରତିନିଧି ଓ ଅଫିସର ମଧ୍ୟରେ ଆରମ୍ଭ ହୋଇ ଯାଇଛି ତୁ ତୁ ମେ ମେ। ଅଫିସର କୁଆଡ଼େ ଜନ ପ୍ରତିନିଧିଙ୍କ କଥା ଶୁଣୁନାହାଁନ୍ତି। ସେମାନଙ୍କୁ ସମ୍ମାନ ଦେଉ ନାହାଁନ୍ତି। କେବଳ ସେତିକି ନୁହେଁ, ଅନେକ ସମୟରେ କର୍ପୋରେଟରମାନେ ଅଫିସରଙ୍କ ଦେଖା ପାଉନାହାଁନ୍ତି। ଯାହା ଫଳରେ ୧୩ ମାସ ହେଲା କର୍ପୋରେସନ ଗଠନ ହେବା ପରେ ବି ୱାର୍ଡ ସ୍ତରରେ କାମ ହୋଇ ପାରୁନଥିବା ଅଭିଯୋଗ କରିଛନ୍ତି କର୍ପୋରେଟର।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
