Advertisment

ଅଫିସରଙ୍କ ମନମାନି, ଜନ ପ୍ରତିନିଧିଙ୍କ ପାଟି ଫିଟୁନି

ବିଏମସି ଅଫିସରେ ଏବେ ଜନପ୍ରତିନିଧି ଓ ଅଫିସର ମଧ୍ୟରେ ଆରମ୍ଭ ହୋଇ ଯାଇଛି ତୁ ତୁ ମେ ମେ। ଅଫିସର କୁଆଡ଼େ ଜନ ପ୍ରତିନିଧିଙ୍କ କଥା ଶୁଣୁନାହାଁନ୍ତି। ସେମାନଙ୍କୁ ସମ୍ମାନ ଦେଉ ନାହାଁନ୍ତି। କେବଳ ସେତିକି ନୁହେଁ, ଅନେକ ସମୟରେ କର୍ପୋରେଟରମାନେ ଅଫିସରଙ୍କ ଦେଖା ପାଉନାହାଁନ୍ତି। ଯାହା ଫଳରେ ୧୩ ମାସ ହେଲା କର୍ପୋରେସନ ଗଠନ ହେବା ପରେ ବି ୱାର୍ଡ ସ୍ତରରେ କାମ ହୋଇ ପାରୁନଥିବା ଅଭିଯୋଗ କରିଛନ୍ତି କର୍ପୋରେଟର।

BjD Bmc BMC Mismanagement Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe