ଜୀନା-ଜିତେନ୍ଦ୍ରଙ୍କୁ ମନେରଖିବ ସାରାଦୁନିଆ | Odisha Reporter
ମୁରୁକି ମୁରୁକି ହସୁଛି କନ୍ୟା। ବେଫିକର ହୋଇ ନାଚୁଛନ୍ତି ବରଯାତ୍ରୀ। ସଜା ହୋଇଛି ଘରକରଣା ଜିନିଷଠୁ ନେଇ ନୂଆ ସଂସାର ଆରମ୍ଭ କରିବା ଯାଏଁ ସମସ୍ତ ଜିନିଷ। ସାଧାରଣ ବାହାଘର ପରି ଦିଶୁଥିଲେ ବି ଏ ବାହାଘର ପଛର ପୂରା କାହାଣୀ ଶୁଣିଲେ ଆପଣଙ୍କ ଛାତି କୁଣ୍ଢେମୋଟ ହୋଇଯିବ। ହାତରେ ମେହେନ୍ଦି, ପାଦରେ ଅଳତା, ନାନା ଅଳଙ୍କାରରେ ସଜେଇ ହୋଇ କନ୍ୟା ବେଶରେ ବସିଥିବା ଏଇ ଝିଅଟିକୁ ଟିକେ ଦେଖିଲେ!
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
