/odisha-reporter/media/post_attachments/uploads/2018/12/b7-3.jpg)
b7
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ସେ ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ରାଜ୍ୟ ସରକାରଙ୍କୁ ସିଧାସଳଖ ସମାଲୋଚନା ନକରି ପରୋକ୍ଷରେ ତୀର ମାରିଛନ୍ତି। ଭିନ୍ନ ଢଙ୍ଗରେ ମୋଦି ରାଜ୍ୟରେ ଘଟିଥିବା ଚିଟ୍ଫଣ୍ଡ ଦୁର୍ନୀତି, ଚାଷୀଙ୍କୁ ଅବହେଳା ଆଦି ପ୍ରମୁଖ ପ୍ରସଙ୍ଗରେ ସମାଲୋଚନା କରିଛନ୍ତି।
Advertisment
/odisha-reporter/media/post_attachments/wp-content/uploads/2018/12/b1.jpg)
/odisha-reporter/media/post_attachments/wp-content/uploads/2018/12/b2.jpg)
/odisha-reporter/media/post_attachments/wp-content/uploads/2018/12/b3.jpg)
/odisha-reporter/media/post_attachments/wp-content/uploads/2018/12/b4.jpg)
/odisha-reporter/media/post_attachments/wp-content/uploads/2018/12/b5.jpg)
/odisha-reporter/media/post_attachments/wp-content/uploads/2018/12/b6-2.jpg)
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
