Advertisment

ଭାଷଣ ବେଳେ ମୋଦିଙ୍କ ମୁଡ୍, କିଛି ସ୍ଥିରଚିତ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ସେ ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ରାଜ୍ୟ ସରକାରଙ୍କୁ ସିଧାସଳଖ ସମାଲୋଚନା ନକରି ପରୋକ୍ଷରେ ତୀର ମାରିଛନ୍ତି। ଭିନ୍ନ ଢଙ୍ଗରେ ମୋଦି ରାଜ୍ୟରେ ଘଟିଥିବା ଚିଟ୍‌ଫଣ୍ଡ ଦୁର୍ନୀତି, ଚାଷୀଙ୍କୁ ଅବହେଳା ଆଦି ପ୍ରମୁଖ ପ୍ରସଙ୍ଗରେ ସମାଲୋଚନା କରିଛନ୍ତି।

ଭାଷଣ ବେଳେ ମୋଦିଙ୍କ ମୁଡ୍, କିଛି ସ୍ଥିରଚିତ୍ର

b7

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ସେ ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ରାଜ୍ୟ ସରକାରଙ୍କୁ ସିଧାସଳଖ ସମାଲୋଚନା ନକରି ପରୋକ୍ଷରେ ତୀର ମାରିଛନ୍ତି। ଭିନ୍ନ ଢଙ୍ଗରେ ମୋଦି ରାଜ୍ୟରେ ଘଟିଥିବା ଚିଟ୍‌ଫଣ୍ଡ ଦୁର୍ନୀତି, ଚାଷୀଙ୍କୁ ଅବହେଳା ଆଦି ପ୍ରମୁଖ ପ୍ରସଙ୍ଗରେ ସମାଲୋଚନା କରିଛନ୍ତି।

Advertisment

publive-image

publive-image

publive-image

publive-image

publive-image

publive-image

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe