/odisha-reporter/media/post_attachments/uploads/2019/01/11-1.jpg)
11
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋଲାପ ଫୁଲ ଓ ଚକୋଲେଟ୍ ଦେଇ ଟ୍ରାଫିକ ନିୟମ ପାଳନ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି। କମିଶନରେଟ ପୁଲିସର ପ୍ରତିଷ୍ଠା ଦିବସ ପାଳନ ଅବସରରେ ଓଲିଉଡ୍ ଅଭିନେତା ଓ ଅଭିନେତ୍ରୀଙ୍କୁ ନେଇ ଭୁବନେଶ୍ୱର ଏଜି ଛକରେ ହୋଇଥିଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ହେଲ୍ମେଟ୍ ପିନ୍ଧି ସୁରକ୍ଷିତ ଭାବେ ଯାତ୍ରା କରିବାକୁ ଲୋକଙ୍କୁ ବୁଝାଇଥିଲେ କଳାକାର ଓ ପୁଲିସ। ହାତରେ ଗୋଲପ ଫୁଲ ସହ ଚକୋଲେଟ୍ ଧରି ଛକରେ ଅଟକି ରହିଥିବା ବାଇକ ଚାଳକଙ୍କ ପାଖକୁ ଯାଉଥିଲେ। ସମସ୍ତଙ୍କୁ ହେଲ୍ମେଟ୍ ପିନ୍ଧିବା ପାଇଁ କହୁଥିଲେ। ଏହି ଅବସରରେ ଦାୟିତ୍ୱରେ ଥିବା ଟ୍ରାଫିକ କର୍ମଚାରୀଙ୍କୁ ମଧ୍ୟ ଓଲିଉଡ୍ ଅଭିନେତା ଓ ଅଭିନେତ୍ରୀ ଫୁଲ ବାଣ୍ଟିଥିଲେ।
Advertisment
[caption id="attachment_322173" align="aligncenter" width="796"]
ଫଟୋ : ରାକେଶ ରାଉଳ [/caption]
/odisha-reporter/media/post_attachments/wp-content/uploads/2019/01/2-5.jpg)
/odisha-reporter/media/post_attachments/wp-content/uploads/2019/01/3-7.jpg)
/odisha-reporter/media/post_attachments/wp-content/uploads/2019/01/6-4.jpg)
/odisha-reporter/media/post_attachments/wp-content/uploads/2019/01/8-1.jpg)
/odisha-reporter/media/post_attachments/wp-content/uploads/2019/01/9-1.jpg)
/odisha-reporter/media/post_attachments/wp-content/uploads/2019/01/10-1.jpg)
/odisha-reporter/media/post_attachments/wp-content/uploads/2019/01/12-2.jpg)
/odisha-reporter/media/post_attachments/wp-content/uploads/2019/01/4-10.jpg)
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
