Advertisment

ଏକାମ୍ର କାନନରେ ରଙ୍ଗିନ ଫୁଲର ସମ୍ଭାର ଦେଖିଲେ ରାଜଧାନୀବାସୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ଏକାମ୍ର କାନନରେ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ଫୁଲ ପ୍ରଦର୍ଶନୀ। ଏହାକୁ ଉଦ୍‌ଘାଟନ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ। ପ୍ରଦର୍ଶନୀରେ ସେବତୀ, ଗୋଲାପ, ଡାଲିଆ ଓ ବିଭିନ୍ନ ପ୍ରକାରର ଗେଣ୍ଡୁ ଫୁଲ ପ୍ରଦର୍ଶିତ ହୋଇଛି। ତେବେ ଗୋଟିଏ ଜାଗାରେ ରଙ୍ଗ ବେରଙ୍ଗ ଫୁଲର ବନ୍ୟା ଦେଖିବାର ମଜା ଉଠାଉଛନ୍ତି ରାଜଧାନୀବାସୀ।

3

[caption id="attachment_324535" align="aligncenter" width="967"]publive-imageଫଟୋ-ରାକେଶ ରାଉଳ[/caption]

publive-image

publive-image

publive-image

publive-image

publive-image

publive-image

publive-image

publive-image

publive-image

publive-image

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe