Advertisment

ଫଟୋ କହୁଛି ସତ, ମନ୍ତ୍ରୀ କହୁଛନ୍ତି ମିଛ

ଘରେ ନପଶୁଣୁ, ମୁଣ୍ଡରେ ବାଜିଲାଣି ଚାଳ। ବିଭାଗ ନେଉ ନେଉ ବିବାଦରେ ଶ୍ରମମନ୍ତ୍ରୀ। ଶପଥ ନେବାର କିଛି ମୂହୂର୍ତ୍ତ ପରେ ଭାଇରାଲ ହେଲା ସେଲ୍ଫି। ଏ ଫଟୋ ସେହି ଦିନର, ଯେଉଁଦିନ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଉଥଲେ ଶ୍ରମମନ୍ତ୍ରୀ ସାରଦା ନାୟକ। ଖୁସିରେ ମିଶୁଛନ୍ତି, ହୃଦୟ ଖୋଲି ଆଶିଷ ଢାଳୁଛନ୍ତି।

author-image
Debendra Prusty

ଘରେ ନପଶୁଣୁ, ମୁଣ୍ଡରେ ବାଜିଲାଣି ଚାଳ। ବିଭାଗ ନେଉ ନେଉ ବିବାଦରେ ଶ୍ରମମନ୍ତ୍ରୀ। ଶପଥ ନେବାର କିଛି ମୂହୂର୍ତ୍ତ ପରେ ଭାଇରାଲ ହେଲା ସେଲ୍ଫି। ଏ ଫଟୋ ସେହି ଦିନର, ଯେଉଁଦିନ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଉଥଲେ ଶ୍ରମମନ୍ତ୍ରୀ ସାରଦା ନାୟକ। ଖୁସିରେ ମିଶୁଛନ୍ତି, ହୃଦୟ ଖୋଲି ଆଶିଷ ଢାଳୁଛନ୍ତି।  

Advertisment
Odisha BjD Naveen Patnaik