ଓଲଟିଲା ପିକଅପ୍‌ ଭ୍ୟାନ୍‌ ; ଡ୍ରାଇଭର ମୃତ

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଗତକାଲି ବିଳମ୍ବିତ ରାତିରେ ଏକ ପରିବା ବୋଝେଇ ପିକଅପ୍‌ ଭ୍ୟାନ ବରପାଲିରୁ କବିସୂର୍ଯ୍ୟନଗର ଆସୁଥିବା ବେଳେ କଳିଙ୍ଗା ଘାଟି ନିକଟରେ ଭାରସ୍ୟାମ ହରାଇ ଓଲଟି ପଡିଥିଲା। ଘଟଣାସ୍ଥଳରେ ପିକଅପ୍‌ ଭ୍ୟାନ୍‌ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି କବିସୂର୍ଯ୍ୟନଗର ଅଞ୍ଚଳର ପ୍ରତାପ ପ୍ରଧାନ। ମୃତ ଶରୀରକୁ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଛି। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି।

accident-1

accident-1

Niharika Rout
  • Published: Thursday, 03 October 2019
  • Updated: 03 October 2019, 11:11 AM IST

Sports

Latest News

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଗତକାଲି ବିଳମ୍ବିତ ରାତିରେ ଏକ ପରିବା ବୋଝେଇ ପିକଅପ୍‌ ଭ୍ୟାନ ବରପାଲିରୁ କବିସୂର୍ଯ୍ୟନଗର ଆସୁଥିବା ବେଳେ କଳିଙ୍ଗା ଘାଟି ନିକଟରେ ଭାରସ୍ୟାମ ହରାଇ ଓଲଟି ପଡିଥିଲା। ଘଟଣାସ୍ଥଳରେ ପିକଅପ୍‌ ଭ୍ୟାନ୍‌ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି କବିସୂର୍ଯ୍ୟନଗର ଅଞ୍ଚଳର ପ୍ରତାପ ପ୍ରଧାନ।

ମୃତ ଶରୀରକୁ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଛି। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story