Advertisment

ପିଟିଦେଲା ପିକ୍‌ଅପ୍‌ ଭ୍ୟାନ୍

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବରାଡ଼ି ଛକ ନିକଟରେ ପିକ୍‌ଅପ୍‌ ଭ୍ୟାନ୍ ଧକ୍କାରେ ଜଣେ ସାଇକେଲ ଆରୋହୀ ଗୁରୁତର ହୋଇଛନ୍ତି।  ତାଙ୍କ ନାଁ ମଦନ ବେହେରା। ତାଙ୍କ ଘର ରାଇପଲ୍ଲୀ ଗାଁରେ। ଆଜି ଦିନ ପ୍ରାୟ ୧୧ଟା ବେଳେ ଏହି ଦୁର୍ଘଟଣା ଘଟିଛି। ମଦନ ଆଜି ସକାଳେ କୌଣସି କାମରେ କୁରାଡ଼କୁ ଯାଇ ନିଜ ଗାଁ ରାଇପଲ୍ଲୀକୁ ଆସୁଥିଲେ। ଏହି ସମୟରେ ଗାଲେରିରୁ ଭଞ୍ଜନଗର ଯାଉଥିବା ଏକ ପିକ୍‌ଅପ୍‌ ଭ୍ୟାନ୍‌ ତାଙ୍କୁ […]

ପିଟିଦେଲା ପିକ୍‌ଅପ୍‌ ଭ୍ୟାନ୍

accident

Advertisment

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବରାଡ଼ି ଛକ ନିକଟରେ ପିକ୍‌ଅପ୍‌ ଭ୍ୟାନ୍ ଧକ୍କାରେ ଜଣେ ସାଇକେଲ ଆରୋହୀ ଗୁରୁତର ହୋଇଛନ୍ତି।  ତାଙ୍କ ନାଁ ମଦନ ବେହେରା। ତାଙ୍କ ଘର ରାଇପଲ୍ଲୀ ଗାଁରେ।

Advertisment

ଆଜି ଦିନ ପ୍ରାୟ ୧୧ଟା ବେଳେ ଏହି ଦୁର୍ଘଟଣା ଘଟିଛି। ମଦନ ଆଜି ସକାଳେ କୌଣସି କାମରେ କୁରାଡ଼କୁ ଯାଇ ନିଜ ଗାଁ ରାଇପଲ୍ଲୀକୁ ଆସୁଥିଲେ। ଏହି ସମୟରେ ଗାଲେରିରୁ ଭଞ୍ଜନଗର ଯାଉଥିବା ଏକ ପିକ୍‌ଅପ୍‌ ଭ୍ୟାନ୍‌ ତାଙ୍କୁ  କୋଟିବରାଡ଼ି ଛକ ନିକଟରେ ଧକ୍କା ଦେଇଥିଲା। ଭଞ୍ଜନଗର ପୁଲିସ୍‌ ମଦନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ଅନ୍ୟପକ୍ଷରେ ଦୁର୍ଘଟଣା ପରେ ଡ୍ରାଇଭର୍‌ ପିକ୍‌ଅପ୍‌ ଭ୍ୟାନ୍‌ ଧରି ଫେରାର ହୋଇଯାଇଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe