/odisha-reporter/media/post_attachments/uploads/2019/01/accident-2.jpg)
accident
ବଣାଇ(ରଣଜିତ୍ ଚୌଧୁରୀ): ଦେବଗଡ଼ ଜିଲ୍ଲା ଲଇମରା ସ୍କୁଲର କର୍ମଚାରୀମାନେ ପିକ୍ନକ୍ରେ ଯାଇଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ସେମାନେ ଯାଉଥିବା ବସ୍ଟି ଟିକାୟତପାଲି ଥାନା ଅନ୍ତର୍ଗତ କୁଲୁକୁଡ଼ା ଘାଟି ତଳକୁ ଖସି ପଡ଼ିଛି। ଫଳରେ ପ୍ରଧାନ ଶିକ୍ଷୟିତ୍ରୀ ସମେତ ୫ ଜଣ ଆହତ ହୋଇଛନ୍ତି। ସେମାନେ ସମସ୍ତେ ପୁରୀ ପିକ୍ନିକ୍ ଯାଉଥିଲେ।
Advertisment
ଗତକାଲି ରାତି ପ୍ରାୟ ୧୧.୩୦ରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
