Advertisment

ଘାଟି ତଳକୁ ଖସିଲା ପିକ୍‌ନିକ୍‌ ବସ୍‌

ବଣାଇ(ରଣଜିତ୍‌ ଚୌଧୁରୀ): ଦେବଗଡ଼ ଜିଲ୍ଲା ଲଇମରା ସ୍କୁଲର କର୍ମଚାରୀମାନେ ପିକ୍‌ନକ୍‌ରେ ଯାଇଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ସେମାନେ ଯାଉଥିବା ବସ୍‌ଟି ଟିକାୟତପାଲି ଥାନା ଅନ୍ତର୍ଗତ କୁଲୁକୁଡ଼ା ଘାଟି ତଳକୁ ଖସି ପଡ଼ିଛି। ଫଳରେ ପ୍ରଧାନ ଶିକ୍ଷୟିତ୍ରୀ ସମେତ ୫ ଜଣ ଆହତ ହୋଇଛନ୍ତି। ସେମାନେ ସମସ୍ତେ ପୁରୀ ପିକ୍‌ନିକ୍‌ ଯାଉଥିଲେ। ଗତକାଲି ରାତି ପ୍ରାୟ ୧୧.୩୦ରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଘାଟି ତଳକୁ ଖସିଲା ପିକ୍‌ନିକ୍‌ ବସ୍‌

accident

Advertisment

ବଣାଇ(ରଣଜିତ୍‌ ଚୌଧୁରୀ): ଦେବଗଡ଼ ଜିଲ୍ଲା ଲଇମରା ସ୍କୁଲର କର୍ମଚାରୀମାନେ ପିକ୍‌ନକ୍‌ରେ ଯାଇଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ସେମାନେ ଯାଉଥିବା ବସ୍‌ଟି ଟିକାୟତପାଲି ଥାନା ଅନ୍ତର୍ଗତ କୁଲୁକୁଡ଼ା ଘାଟି ତଳକୁ ଖସି ପଡ଼ିଛି। ଫଳରେ ପ୍ରଧାନ ଶିକ୍ଷୟିତ୍ରୀ ସମେତ ୫ ଜଣ ଆହତ ହୋଇଛନ୍ତି। ସେମାନେ ସମସ୍ତେ ପୁରୀ ପିକ୍‌ନିକ୍‌ ଯାଉଥିଲେ।

Advertisment

ଗତକାଲି ରାତି ପ୍ରାୟ ୧୧.୩୦ରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe