Advertisment

ପାରା ନା ପରଦେଶୀ, ଓଡ଼ିଶା ଉପରେ କାହା ନଜର ?

କିଛି ମାସ ହେଲା ସନ୍ଦିଗ୍ଧ ପାରାକୁ ନେଇ ଓଡ଼ିଶାରେ ହଇଚଇ। କିଏ ରଖୁଛି ଓଡ଼ିଶା ଉପରେ ନଜର ? ପାରାଦୀପ ଓ ପୁରୀ ପରେ ଏବେ ଭଦ୍ରକରେ ସନ୍ଦିଗ୍ଧ ପାରା ଉଦ୍ଧାର ପରେ ମନରେ ଉଙ୍କୁ ମାରୁଛି ଅନେକ ପ୍ରଶ୍ନ।

author-image
Manoj Swain

କିଛି ମାସ ହେଲା ସନ୍ଦିଗ୍ଧ ପାରାକୁ ନେଇ ଓଡ଼ିଶାରେ ହଇଚଇ। କିଏ ରଖୁଛି ଓଡ଼ିଶା ଉପରେ ନଜର ? ପାରାଦୀପ ଓ ପୁରୀ ପରେ ଏବେ ଭଦ୍ରକରେ ସନ୍ଦିଗ୍ଧ ପାରା ଉଦ୍ଧାର ପରେ ମନରେ ଉଙ୍କୁ ମାରୁଛି ଅନେକ ପ୍ରଶ୍ନ। ଭଦ୍ରକ ଜିଲ୍ଲା ବାସୁଦେବପୁର ନାୟକାଣିଡିହି ଥାନା ଅଧିନ ବାଲିମେଦ ଠାରୁ ସନ୍ଦିଗ୍ଧ ପାରାଟିକୁ ଉଦ୍ଧାର କରାଯାଇଛି। ଗ୍ରାମବାସୀ ପାରାଟିକୁ ଉଦ୍ଧାର କରି ବାସୁଦେବପୁର ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି ସତ କିନ୍ତୁ ଇଏ ସେହି ସନ୍ଦିଗ୍ଧ ପାରାଙ୍କ ଭିତରୁ ଗୋଟିଏ ନୁହେଁ ତ ?

Advertisment
Odisha Spy Pigeon