ଭଣ୍ଡୁର ପ୍ଲାନ କରିଥିଲେ, ଭାଣ୍ଡିଆ ହେଲେ |
ଟିକେ ଭଲ କରି ଦେଖନ୍ତୁ। ହଳଦିଆ ନମ୍ବର ଥିବା ମାଲବାହୀ ଓ ଯାତ୍ରୀବାହୀ ଗାଡ଼ିକୁ ଅଟକାଇ ଡ୍ରାଇଭରଙ୍କୁ ହାତ ଯୋଡ଼ି ଡାକୁଛନ୍ତି। ବେକରେ ଫୁଲ ମାଳ ପକାଉଛନ୍ତି ଆଉ ହାତ ଯୋଡ଼ି ବିନମ୍ର ଭାବରେ ସମସ୍ୟା ନେଇ ବୁଝାଉଛନ୍ତି। କାହାକୁ ମିଠା ତ କାହାକୁ ଚକୋଲେଟ ଖୁଆଇ ବୁଝାଉଛନ୍ତି। କିଭଳି ଡ୍ରାଇଭରମାନଙ୍କୁ ସରକାର ଅଣଦେଖା କରୁଛନ୍ତି। ଆଉ ଅଖଚକ ବନ୍ଦ ପଛର କାରଣ କଣ ସେନେଇ ବୁଝାଉଛନ୍ତି। ପୂର୍ବଥର ଯେଉଁଭଳି ଭାବରେ ବଦନାମ ହୋଇଥିଲେ ସେପରି କିଛି ହେବାର ସୁଯୋଗ ଦେଇନଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
