Advertisment

ପେଟ ପାଇଁ ଯାଇଥିଲେ, ପିଟା ଖାଇ ଫେରିଲେ

ପରିବାର ପ୍ରତିପୋଷଣ ପାଇଁ ଠିକାଦାର କଥାରେ ରାଜ୍ୟ ବାହାରକୁ କୁଲି କାମ କରିବାକୁ ଚାଲି ଯାଇଥିଲେ ଟିଙ୍ଗପାଟଣା ଗାଁର ୩ ଜଣ ବ୍ୟକ୍ତି। ୨ ମାସ ଦାଦନ ବି ଖଟିଲେ। କିନ୍ତୁ ମଜୁରି ମାଗିବାରୁ ମାଡ଼ ମାରିଲା ମାଲିକ।

author-image
Debendra Prusty

ପରିବାର ପ୍ରତିପୋଷଣ ପାଇଁ ଠିକାଦାର କଥାରେ ରାଜ୍ୟ ବାହାରକୁ କୁଲି କାମ କରିବାକୁ ଚାଲି ଯାଇଥିଲେ ଟିଙ୍ଗପାଟଣା ଗାଁର ୩ ଜଣ ବ୍ୟକ୍ତି। ୨ ମାସ ଦାଦନ ବି ଖଟିଲେ। କିନ୍ତୁ ମଜୁରି ମାଗିବାରୁ ମାଡ଼ ମାରିଲା ମାଲିକ।

Advertisment
Odisha Bonded Laborer