ପେଟ ପାଇଁ ଯାଇଥିଲେ, ପିଟା ଖାଇ ଫେରିଲେ | Odisha Reporter
Advertisment
ପରିବାର ପ୍ରତିପୋଷଣ ପାଇଁ ଠିକାଦାର କଥାରେ ରାଜ୍ୟ ବାହାରକୁ କୁଲି କାମ କରିବାକୁ ଚାଲି ଯାଇଥିଲେ ଟିଙ୍ଗପାଟଣା ଗାଁର ୩ ଜଣ ବ୍ୟକ୍ତି। ୨ ମାସ ଦାଦନ ବି ଖଟିଲେ। କିନ୍ତୁ ମଜୁରି ମାଗିବାରୁ ମାଡ଼ ମାରିଲା ମାଲିକ।