୮ରୁ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ୮ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ। ୫୮ଟି ଅପ୍‌ଲାଇନ୍‌ ଓ ୩୬ଟି ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ରରେ ମୂଲ୍ୟାୟନ ପ୍ରକ୍ରିୟା ହେବ। ଯେଉଁଥିରେ ନିୟୋଜିତ ହେବେ ପ୍ରାୟ ୮ ହଜାର ଅଧ୍ୟାପକ ଓ ଅଧ୍ୟାପିକା। ଦୁଇଟି ପର୍ଯ୍ୟାୟରେ ହେବ ଖାତା ମୂଲ୍ୟାୟନ। ଏପ୍ରିଲ୍ ୮ରୁ ୧୮ ଯାଏ ପ୍ରଥମ ପର୍ଯ୍ୟୟ ଓ ଏପ୍ରିଲ୍‌ ୨୩ରୁ ମେ ୨ ଯାଏ ଦ୍ୱିତୀୟ ପର୍ଯ୍ୟୟ ଖାତା ମୂଲ୍ୟାୟନ କରାଯିବ। ସବୁ ମୂଲ୍ୟାୟନ […]

pluss-two-examation-preparation

pluss-two-examation-preparation

Manoranjan Sial
  • Published: Thursday, 04 April 2019
  • Updated: 04 April 2019, 10:58 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ୮ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ। ୫୮ଟି ଅପ୍‌ଲାଇନ୍‌ ଓ ୩୬ଟି ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ରରେ ମୂଲ୍ୟାୟନ ପ୍ରକ୍ରିୟା ହେବ। ଯେଉଁଥିରେ ନିୟୋଜିତ ହେବେ ପ୍ରାୟ ୮ ହଜାର ଅଧ୍ୟାପକ ଓ ଅଧ୍ୟାପିକା। ଦୁଇଟି ପର୍ଯ୍ୟାୟରେ ହେବ ଖାତା ମୂଲ୍ୟାୟନ।

ଏପ୍ରିଲ୍ ୮ରୁ ୧୮ ଯାଏ ପ୍ରଥମ ପର୍ଯ୍ୟୟ ଓ ଏପ୍ରିଲ୍‌ ୨୩ରୁ ମେ ୨ ଯାଏ ଦ୍ୱିତୀୟ ପର୍ଯ୍ୟୟ ଖାତା ମୂଲ୍ୟାୟନ କରାଯିବ। ସବୁ ମୂଲ୍ୟାୟନ କେନ୍ଦ୍ର ଗୁଡିକ ସିସିଟିଭି ନଜରରେ ରହିବ। ନିର୍ବାଚନ ସମୟରେ ମୂଲ୍ୟାୟନ ବନ୍ଦ ରହିବ। ତେବେ ନିର୍ବାଚନ ନହେଉଥିବା ଜିଲ୍ଲା ଗୁଡିକରେ ଖାତା ଦେଖା ଜାରି ରହିବ। ମେ ମାସରେ ବିଜ୍ଞାନ ଓ ଜୁନ୍‌ରେ କଳା, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷାର ଫଳ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story