Advertisment

ପାର୍ଲାମେଣ୍ଟରେ ମିଲେଟ ମିଲ୍‌ର ସୁଆଦ ଚାଖିଲେ ସାଂସଦ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ପାର୍ଲାମେଣ୍ଟରେ ମିଲେଟ ମିଲ୍‌ର ସୁଆଦ ଚାଖିଲେ ସାଂସଦ। ସେଥିପାଇଁ ସ୍ୱତନ୍ତ୍ର ମିଲେଟ୍‌ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ହୋଇଥିଲା। ମିଲେଟ୍ ବର୍ଷ ପାଳନ ଅବସରରେ କେନ୍ଦ୍ର କୃଷି ମନ୍ତ୍ରୀ ସାଂସଦମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ମିଲେଟ୍ ଜାତୀୟ ଖାଦ୍ୟକୁ ମଧ୍ୟାହ୍ନ ଭୋଜନରେ ସାମିଲ କରିଥିଲେ। ସଂସଦ ଭବନ ପରିସରରେ ଏହି ମିଲେଟ୍ ମଧ୍ୟାହ୍ନ ଭୋଜନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅଧିକାଂଶ ସଦସ୍ୟ ସାମିଲ ହୋଇଥିଲେ। ତିଆରି ହୋଇଥିଲା ମାଣ୍ଡିଆ ଇଡଲି, ଦୋସା ଭଳି […]

ପାର୍ଲାମେଣ୍ଟରେ ମିଲେଟ ମିଲ୍‌ର ସୁଆଦ ଚାଖିଲେ ସାଂସଦ

Millet-India

Advertisment

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ପାର୍ଲାମେଣ୍ଟରେ ମିଲେଟ ମିଲ୍‌ର ସୁଆଦ ଚାଖିଲେ ସାଂସଦ। ସେଥିପାଇଁ ସ୍ୱତନ୍ତ୍ର ମିଲେଟ୍‌ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ହୋଇଥିଲା। ମିଲେଟ୍ ବର୍ଷ ପାଳନ ଅବସରରେ କେନ୍ଦ୍ର କୃଷି ମନ୍ତ୍ରୀ ସାଂସଦମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ମିଲେଟ୍ ଜାତୀୟ ଖାଦ୍ୟକୁ ମଧ୍ୟାହ୍ନ ଭୋଜନରେ ସାମିଲ କରିଥିଲେ।

Advertisment

ସଂସଦ ଭବନ ପରିସରରେ ଏହି ମିଲେଟ୍ ମଧ୍ୟାହ୍ନ ଭୋଜନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅଧିକାଂଶ ସଦସ୍ୟ ସାମିଲ ହୋଇଥିଲେ। ତିଆରି ହୋଇଥିଲା ମାଣ୍ଡିଆ ଇଡଲି, ଦୋସା ଭଳି ଖାଦ୍ୟ। ଏଥିପାଇଁ ସ୍ୱତନ୍ତ୍ର ସେଫ୍‌ ମଧ୍ୟ ଆସିଥିଲେ। ମିଲେଟ୍ ଖାଦ୍ୟର ପ୍ରଚାର ପ୍ରସାର ପାଇଁ ସାଂସଦଙ୍କୁ ମାଣ୍ଡିଆ ଓ ବାଜରାରୁ ପ୍ରସ୍ତୁତ ରୁଟି ଖାଇବାକୁ ଦିଆଯାଇଥିଲା। ବାଜରା ଓ ମାଣ୍ଡିଆ ଭଳି ଖାଦ୍ୟକୁ ପ୍ରୋତ୍ସାହନ ଲାଗି ୨୦୨୩କୁ କେନ୍ଦ୍ର ସରକାର ମିଲେଟ୍‌ ବର୍ଷ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

https://twitter.com/VPSecretariat/status/1605154446581051394?s=20&t=bIi_zO6nCav3H7ON1bCJ_Q

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe