ବାପାକୁ ହତ୍ୟା କରି ସ୍ତ୍ରୀ, ଝିଅ ଗିରଫ

ରାଉରକେଲା: ବିଶ୍ରା କାଳିଆପୋଷ ଗାଁରେ ବାପାକୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିବା ଘଟଣାରେ ପୁଲିସର କାର୍ଯ୍ୟାନୁଷ୍ଠାନ। ଏନେଇ ଅଭିଯୁକ୍ତ ମାଆ ଓ ଝିଅଙ୍କୁ ଗିରଫ କରିଛି କୋର୍ଟ ଚାଲାଣ ପୁଲିସ। ସୂଚନାଯୋଗ୍ୟ, ଗତକାଲି ପାରିବାରିକ କଳହରୁ ବିଶ୍ରା ଥାନା କାଳିଆପୋଷ ଗାଁରେ ଘଟିଥିଲା ଏକ ହତ୍ୟାକାଣ୍ଡ। ଏହି ଘଟଣାରେ ବାପାଙ୍କୁ ଠେଙ୍ଗାରେ ନିର୍ମମ ଭାବେ ପିଟି ପିଟି ମାଆ ଓ ଝିଅ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ସୂତ୍ର ଅନୁଯାୟୀ, ଗାଁର ଏତୁଆ […]

representational-image

representational-image

Pragnya Choudhury
  • Published: Sunday, 28 June 2020
  • Updated: 28 June 2020, 06:00 PM IST

Sports

Latest News

ରାଉରକେଲା: ବିଶ୍ରା କାଳିଆପୋଷ ଗାଁରେ ବାପାକୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିବା ଘଟଣାରେ ପୁଲିସର କାର୍ଯ୍ୟାନୁଷ୍ଠାନ। ଏନେଇ ଅଭିଯୁକ୍ତ ମାଆ ଓ ଝିଅଙ୍କୁ ଗିରଫ କରିଛି କୋର୍ଟ ଚାଲାଣ ପୁଲିସ।

ସୂଚନାଯୋଗ୍ୟ, ଗତକାଲି ପାରିବାରିକ କଳହରୁ ବିଶ୍ରା ଥାନା କାଳିଆପୋଷ ଗାଁରେ ଘଟିଥିଲା ଏକ ହତ୍ୟାକାଣ୍ଡ। ଏହି ଘଟଣାରେ ବାପାଙ୍କୁ ଠେଙ୍ଗାରେ ନିର୍ମମ ଭାବେ ପିଟି ପିଟି ମାଆ ଓ ଝିଅ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ସୂତ୍ର ଅନୁଯାୟୀ, ଗାଁର ଏତୁଆ ମୁଣ୍ଡାରୀ ନିୟମିତ ଭାବେ ମଦ୍ୟପାନ କରି ମାଆ ଓ ଝିଅଙ୍କୁ ନିର୍ଯାତନା ଦେବା ସହ ମାରପିଟ କରୁଥିଲା ଶେଷରେ ଅତ୍ୟାଚାର ସହି ନ ପାରି ମାଆ, ଝିଅ ମିଶି କାଠ ଫାଳିଆ ଏବଂ ଠେଙ୍ଗାରେ ପିଟିପିଟି ଏତୁଆକୁ ମାରି ଦେଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos