ସ୍ତ୍ରୀକୁ ନିର୍ଯାତନା ଦେଇ ବନ୍ଧା ହେଲା ଡନ୍‌

ବଲାଙ୍ଗିର (ସସ୍ମିତା ସାହୁ): ପୁଣି ଚର୍ଚ୍ଚାରେ ଡନ୍‌ ଟିମନ୍‌ କୁମ୍ଭାର। ନିଜ ସ୍ତ୍ରୀକୁ ନିର୍ଯାତନା ଅଭିଯୋଗରେ ଟାଉନ୍‌ ପୁଲିସ ତାଙ୍କୁ ଆଜି ଗିରଫ କରିଛି। ଆଗରୁ ଦାଦାବଟି ଅସୁଲି, ମାଡ଼ପିଟ୍‌, ଜମି ଜବରଦଖଲ ଓ ହତ୍ୟା ଅଭିଯୋଗରେ ଗିରଫ ହୋଇ ଜାମିନରେ ଆସିଥିଲା ଟିମନ୍‌। ଜାମିନ୍‌ରେ ଆସିବା ପରେ ଟିମନ୍‌ ଜଣେ ମହିଳାଙ୍କ ସହିତ ପ୍ରେମ ସଂପର୍କ ରଖିଥିବା ନେଇ ତାଙ୍କ ସ୍ତ୍ରୀ ଅଭିଯୋଗ କରିଥିଲେ। ପ୍ରେମିକାର କଥାରେ ପଡ଼ି ଟିମନ୍‌ ବାରମ୍ବାର ନିଜ ସ୍ତ୍ରୀକୁ ନିର୍ଯାତନା […]

police-arrest

police-arrest

Manoranjan Sial
  • Published: Wednesday, 22 August 2018
  • Updated: 22 August 2018, 12:05 PM IST

Sports

Latest News

ବଲାଙ୍ଗିର (ସସ୍ମିତା ସାହୁ): ପୁଣି ଚର୍ଚ୍ଚାରେ ଡନ୍‌ ଟିମନ୍‌ କୁମ୍ଭାର। ନିଜ ସ୍ତ୍ରୀକୁ ନିର୍ଯାତନା ଅଭିଯୋଗରେ ଟାଉନ୍‌ ପୁଲିସ ତାଙ୍କୁ ଆଜି ଗିରଫ କରିଛି। ଆଗରୁ ଦାଦାବଟି ଅସୁଲି, ମାଡ଼ପିଟ୍‌, ଜମି ଜବରଦଖଲ ଓ ହତ୍ୟା ଅଭିଯୋଗରେ ଗିରଫ ହୋଇ ଜାମିନରେ ଆସିଥିଲା ଟିମନ୍‌।

ଜାମିନ୍‌ରେ ଆସିବା ପରେ ଟିମନ୍‌ ଜଣେ ମହିଳାଙ୍କ ସହିତ ପ୍ରେମ ସଂପର୍କ ରଖିଥିବା ନେଇ ତାଙ୍କ ସ୍ତ୍ରୀ ଅଭିଯୋଗ କରିଥିଲେ। ପ୍ରେମିକାର କଥାରେ ପଡ଼ି ଟିମନ୍‌ ବାରମ୍ବାର ନିଜ ସ୍ତ୍ରୀକୁ ନିର୍ଯାତନା ଦେଉଥିବା ଏତଲାରେ ଦର୍ଶାଯାଇଛି।

ଗତ ଜୁଲାଇ ୧୭ ତାରିଖରେ ଟିମନ ନିଜ ସ୍ତ୍ରୀ ପୁନମ୍‌ କୁମ୍ଭାରଙ୍କୁ ହତ୍ୟା ଉଦ୍ୟମ କରିଥିଲେ। ଏହି ସମୟରେ ପୋଲିସ୍ ଆସି ତାଙ୍କୁ ଉଦ୍ଧାର କରିଥିଲା। ସେଦିନ ଟାଉନ ଥାନାରେ ସ୍ୱାମୀଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ ପୁନମ୍‌। ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଆଜି ଟାଉନ୍‌ ଥାନା ପୁଲିସ ଟିମନକୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story