୭ ଜଣଙ୍କ ଚାକିରି ଖାଇବା ପରେ ଧରାପଡ଼ିଲା ବଣି

ନୟାଗଡ଼(ଓଡ଼ିଶା ରିପୋର୍ଟର):ଧରାପଡ଼ିଲା ବଣି ଓରଫ ତପନ ରାଉତ। ୭ ଜଣଙ୍କ ଚାକିରି ଖାଇବା ପରେ ବଣି ଧରାପଡ଼ିଛି। ତପନ ରାଉତକୁ ନୟାଗଡ଼ ପୁଲିସ ଧରିଛି। ୩ ଥର ଫେରାର ହୋଇଯାଇଥିବା ବଣି ନିଜ ଗାଁ କରବର ନିକଟ ଜଙ୍ଗଲରେ ଲୁଚିଥିବା ବେଳେ ଧରାପଡ଼ିଛି। ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିଲା ବଣି। ଜେଲରେ ଥିବା ବେଳେ ସେ ପାଚେରୀ ଡେଇଁ ଦୁଇ ଥର ଖସି ପଳାଇଥିଲା। ତେବେ ୯ ତାରିଖରେ ପୁଲିସ ତାକୁ ଧରି କୋର୍ଟ ଆଣୁଥିବା ବେଳେ […]

k-11

k-11

Biswobandita Swain
  • Published: Tuesday, 13 August 2019
  • Updated: 13 August 2019, 06:44 PM IST

Sports

Latest News

ନୟାଗଡ଼(ଓଡ଼ିଶା ରିପୋର୍ଟର):ଧରାପଡ଼ିଲା ବଣି ଓରଫ ତପନ ରାଉତ। ୭ ଜଣଙ୍କ ଚାକିରି ଖାଇବା ପରେ ବଣି ଧରାପଡ଼ିଛି। ତପନ ରାଉତକୁ ନୟାଗଡ଼ ପୁଲିସ ଧରିଛି। ୩ ଥର ଫେରାର ହୋଇଯାଇଥିବା ବଣି ନିଜ ଗାଁ କରବର ନିକଟ ଜଙ୍ଗଲରେ ଲୁଚିଥିବା ବେଳେ ଧରାପଡ଼ିଛି।

ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିଲା ବଣି। ଜେଲରେ ଥିବା ବେଳେ ସେ ପାଚେରୀ ଡେଇଁ ଦୁଇ ଥର ଖସି ପଳାଇଥିଲା। ତେବେ ୯ ତାରିଖରେ ପୁଲିସ ତାକୁ ଧରି କୋର୍ଟ ଆଣୁଥିବା ବେଳେ ପୁଣି ଖସି ଯାଇଥିଲା। ଏହି ଘଟଣାରେ ନୟାଗଡ଼ ଏସପି ଆଉ ୫ ଜଣ ପୁଲିସ ଅଧିକାରୀଙ୍କୁ ନିଲମ୍ବନ କରିଥିଲେ।

ତପନର ଘର ଫତେଗଡ଼ ଥାନା ଅନ୍ତର୍ଗତ କରବର ଗାଁ ହାଡୁଆସାହିରେ। ଗତ ୯ ତାରିଖରେ ତପନକୁ ଏକ ଭ୍ୟାନ୍‌ରେ ଖଣ୍ଡପଡ଼ା ସବ୍‌ଜେଲରୁ ଭାପୁର କୋର୍ଟକୁ ନେବାବେଳେ ସେ ଖସି ଦୌଡ଼ି ପଳାଇଥିଲା। ତପନ ପୂର୍ବରୁ ଦୁଇ ଦୁଇ ଥର ଖଣ୍ଡପଡା ସବ-ଜେଲର ସୁରକ୍ଷାକୁ ଚ୍ୟାଲେଞ୍ଜ କରି ଖସି ଯିବାକୁ ସକ୍ଷମ ହୋଇଥିଲା। ହେଲେ ଦୁଇ ଥର ଯାକ ସେ ଧରା ପଡ଼ିଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story