Advertisment

ପାନେ ପାଇବେ ଥାନା ବାବୁ!

ଲାଞ୍ଚ ନେବା ମହଙ୍ଗା ପଡ଼ିଛି ଥାନା ବାବୁଙ୍କୁ। ଭିଜିଲାନ୍ସ ହାତରେ ଧରା ପଡ଼ିବା ପରେ ହରଡ଼ଘଣାରେ ହୋମଗାର୍ଡଙ୍କ ସମେତ ଏଏସଆଇ ବାବୁ। ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଥିଲା ଭିଜିଲାନ୍ସ ଟିମ୍। ଆଉ ଏବେ ଭିଜିଲାନ୍ସ ହେପାଜତକୁ ଯିବା ପରେ ପୂରା ଟେନସନରେ ଥାନା ବାବୁ।

author-image
Debendra Prusty

ଲାଞ୍ଚ ନେବା ମହଙ୍ଗା ପଡ଼ିଛି ଥାନା ବାବୁଙ୍କୁ। ଭିଜିଲାନ୍ସ ହାତରେ ଧରା ପଡ଼ିବା ପରେ ହରଡ଼ଘଣାରେ ହୋମଗାର୍ଡଙ୍କ ସମେତ ଏଏସଆଇ ବାବୁ। ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଥିଲା ଭିଜିଲାନ୍ସ ଟିମ୍।  ଆଉ ଏବେ ଭିଜିଲାନ୍ସ ହେପାଜତକୁ ଯିବା ପରେ ପୂରା ଟେନସନରେ ଥାନା ବାବୁ।   

Advertisment
Odisha Police Odisha Odisha Vigilance Bribe Police