Advertisment

ଗଞ୍ଜେଇ ଚାଲାଣ ଅଭିଯୋଗରେ ପୁଲିସ କନେଷ୍ଟବଳ ଗିରଫ

ଗଞ୍ଜେଇ ଚାଲାଣ ଅଭିଯୋଗରେ ପୁଲିସ ଗିରଫ। ପୁଣି ଥରେ ଖାକି ବର୍ଦ୍ଦିରେ ଲାଗିଲା ଦାଗ। ଗଞ୍ଜେଇ ଚୋରା ଚାଲାଣରେ ସାହାଯ୍ୟ କରି ବନ୍ଧା ହେଲେ ପୁଲିସ୍‌ କନେଷ୍ଟବଳ। ଏପରି ଘଟଣା ଘଟିଛି ମାଲକାନଗିରି ଥାନା ମାର୍କାପାଲ୍ଲୀରେ। ବନ୍ଧା ହୋଇଥିବା ପୁଲିସ୍‌ କନେଷ୍ଟବଳଜଣକ ହେଲେ ମନୋଜ କୁମାର ମୁଦୁଲି।

author-image
Manoj Swain

Malkangiri Odisha Police Ganja