ମାଜିଷ୍ଟ୍ରେଟଙ୍କୁ କୋର୍ଟ ଭିତରକୁ ଛାଡ଼ିଲାନି ପୁଲିସ୍

ମାଲକାନିଗିରି(ଜିତେନ୍ଦ୍ର ବେଉରା): କଣ୍ଟେନମେଣ୍ଟ ଜୋନକୁ ନେଇ ବିବାଦ। ଶେଷରେ ମାଜିଷ୍ଟ୍ରେଟଙ୍କୁ କୋର୍ଟ ଭିତରକୁ ଛାଡ଼ିଲାନି ପୁଲିସ୍‌ । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରିରେ । କେବଳ ମାଜିଷ୍ଟ୍ରେଟ ନୁହନ୍ତି ସେଠାରେ ଉପସ୍ଥିତ ସମସ୍ତ ଓକିଲଙ୍କୁ ମଧ୍ୟ କୋର୍ଟ ଭିତରକୁ ଯିବା ପାଇଁ ପୁଲିସ୍‌ ଛାଡ଼ି ନ ଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ, ମାଲକାନିଗିରି କୋର୍ଟ ନିକଟରେ କରୋନା ରୋଗୀ ଚିହ୍ନଟ ହେବା ପରେ କୋର୍ଟ ପରିସରକୁ ୧୫ ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍‌  ଘୋଷଣା […]

malkan-2-1-1

malkan-2-1-1

Niharika Rout
  • Published: Thursday, 16 July 2020
  • Updated: 16 July 2020, 12:38 PM IST

Sports

Latest News

ମାଲକାନିଗିରି(ଜିତେନ୍ଦ୍ର ବେଉରା): କଣ୍ଟେନମେଣ୍ଟ ଜୋନକୁ ନେଇ ବିବାଦ। ଶେଷରେ ମାଜିଷ୍ଟ୍ରେଟଙ୍କୁ କୋର୍ଟ ଭିତରକୁ ଛାଡ଼ିଲାନି ପୁଲିସ୍‌ । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରିରେ । କେବଳ ମାଜିଷ୍ଟ୍ରେଟ ନୁହନ୍ତି ସେଠାରେ ଉପସ୍ଥିତ ସମସ୍ତ ଓକିଲଙ୍କୁ ମଧ୍ୟ କୋର୍ଟ ଭିତରକୁ ଯିବା ପାଇଁ ପୁଲିସ୍‌ ଛାଡ଼ି ନ ଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ମାଲକାନିଗିରି କୋର୍ଟ ନିକଟରେ କରୋନା ରୋଗୀ ଚିହ୍ନଟ ହେବା ପରେ କୋର୍ଟ ପରିସରକୁ ୧୫ ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍‌  ଘୋଷଣା କରାଯାଇଥିଲା।  ଗତକାଲି ଏହି କଟକଣା ଅବଧି ଶେଷ ହୋଇଯାଇଥିବା ବେଳେ ଆଜି ପୂର୍ବାହ୍ନ ୧୦ଟାରେ ଜଜ୍‌ ଓ ଓକିଲ କୋର୍ଟ ସମ୍ମୁଖରେ ପହଞ୍ଚିଥିଲେ। ହେଲେ ସେଠାରେ ଉପସ୍ଥିତ ପୁଲିସ୍‌  ସେମାନଙ୍କୁ ଭିତରକୁ ଛାଡ଼ି ନ ଥିଲା।

କଣ୍ଟେନମେଣ୍ଟ ଅବଧି ବଢ଼ିଥିବା ପୁଲିସ୍‌ କହିଥିବା ବେଳେ ଏ ସମ୍ପର୍କୀତ ଚିଠି କିନ୍ତୁ ଦେଖାଇ ପାରି ନ ଥିଲା। ଯାହାକୁ ନେଇ ଓକିଲ, ଜଜ ଓ ପୁଲିସ୍‌ ପ୍ରଶାସନ ମଧ୍ୟରେ ତୁ ତୁ ମେଁ ମେଁ ଲାଗିଥିଲା।

ମଧ୍ୟାହ୍ନ ୧୨ଟା ସମୟରେ ପୁଲିସ୍‌ ଓ ପ୍ରଶାସନ ପକ୍ଷରୁ ଅବଧି ବଢ଼ିଥିବାର ଚିଠି ଦେଖାଇବା ପରେ ଜଜ୍‌ ଓ ଓକିଲ ଘଟଣାସ୍ଥଳ ଛାଡ଼ି ଯାଇଥିଲେ।  ଜଜ୍‌ ଓ ଓକିଲଙ୍କୁ ୨ ଘଣ୍ଟା ଧରି ବ୍ୟାରିକେଡ ନିକଟରେ ଛିଡ଼ା କରାଇବା ସହ ଚିଠି ଦେଖାଇ ନ ପାରିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story