Advertisment

ଟ୍ରେନ୍‌ରୁ ଖସି ହୋମଗାର୍ଡଙ୍କ ଦୁଇ ଗୋଡ଼ କଟିଲା

ସୋର (ଶଶିକାନ୍ତ ବେହେରା): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାଲେଶ୍ୱର ଗସ୍ତରେ ଡ୍ୟୁଟି କରିବାକୁ ଯାଉଥିବା ଜଣେ ହୋମଗାର୍ଡଙ୍କ ଦୁଇ ଗୋଡ କଟି ଯାଉଛି। ହୋମଗାର୍ଡ ଜଣଙ୍କ ସୋରରୁ ବାଲେଶ୍ୱର ଯାଉଥିବା ବେଳେ ନୀଳଗିରି ଷ୍ଟେସନ୍‌ରେ ଏହି ଘଟଣା ଘଟିଛି। ଗୁରୁତର ହୋମଗାର୍ଡଙ୍କୁ ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ନୀଳଗିରି ଷ୍ଟେସନ୍‌ରେ ସେ ବାଲେଶ୍ୱର ଯିବାକୁ ଟ୍ରେନ୍‌ ଚଢ଼ୁଥିବା ବେଳେ ଖସି ପଡ଼ିଥିଲେ। ଫଳରେ ଟ୍ରେନ୍‌ଟି ତାଙ୍କ ଗୋଡ ଉପରେ ଚଢ଼ି ଯାଇଥିଲା।

ଟ୍ରେନ୍‌ରୁ ଖସି ହୋମଗାର୍ଡଙ୍କ ଦୁଇ ଗୋଡ଼ କଟିଲା

nilagiri

Advertisment

ସୋର (ଶଶିକାନ୍ତ ବେହେରା): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାଲେଶ୍ୱର ଗସ୍ତରେ ଡ୍ୟୁଟି କରିବାକୁ ଯାଉଥିବା ଜଣେ ହୋମଗାର୍ଡଙ୍କ ଦୁଇ ଗୋଡ କଟି ଯାଉଛି। ହୋମଗାର୍ଡ ଜଣଙ୍କ ସୋରରୁ ବାଲେଶ୍ୱର ଯାଉଥିବା ବେଳେ ନୀଳଗିରି ଷ୍ଟେସନ୍‌ରେ ଏହି ଘଟଣା ଘଟିଛି।

Advertisment

ଗୁରୁତର ହୋମଗାର୍ଡଙ୍କୁ ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ନୀଳଗିରି ଷ୍ଟେସନ୍‌ରେ ସେ ବାଲେଶ୍ୱର ଯିବାକୁ ଟ୍ରେନ୍‌ ଚଢ଼ୁଥିବା ବେଳେ ଖସି ପଡ଼ିଥିଲେ। ଫଳରେ ଟ୍ରେନ୍‌ଟି ତାଙ୍କ ଗୋଡ ଉପରେ ଚଢ଼ି ଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe