ହାଇକୋର୍ଟଙ୍କୁ ମାନୁନି ପୋଲିସ! | Odisha Reporter
୩ ବର୍ଷ ତଳେ ଆରମ୍ଭ ହୋଇଥିଲା ମୋ ସରକାର-ମୋ ଥାନା। ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ କହିଥିଲେ- ଥାନା ଭଲ କେମିତି ଜାଣିବେ, ଯେତେବେଳେ ଲୋକଙ୍କୁ ଆପଣ କିଭଳି ବ୍ୟବହାର ଦେଖାଇଲେ ଓ ତାଙ୍କ ଅଭିଯୋଗକୁ କିଭଳି ସମାଧାନ କଲେ ସେଥିରୁ ଜଣାପଡ଼ିବ। ଏବେ କିନ୍ତୁ ୩ ବର୍ଷ ତଳେ ଯାହା ଘୋଷଣା ହୋଇଥିଲା ତାର ଠିକ ଓଲଟା ହେଉଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
