୩ ବର୍ଷ ତଳେ ଆରମ୍ଭ ହୋଇଥିଲା ମୋ ସରକାର-ମୋ ଥାନା। ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ କହିଥିଲେ- ଥାନା ଭଲ କେମିତି ଜାଣିବେ, ଯେତେବେଳେ ଲୋକଙ୍କୁ ଆପଣ କିଭଳି ବ୍ୟବହାର ଦେଖାଇଲେ ଓ ତାଙ୍କ ଅଭିଯୋଗକୁ କିଭଳି ସମାଧାନ କଲେ ସେଥିରୁ ଜଣାପଡ଼ିବ। ଏବେ କିନ୍ତୁ ୩ ବର୍ଷ ତଳେ ଯାହା ଘୋଷଣା ହୋଇଥିଲା ତାର ଠିକ ଓଲଟା ହେଉଛି।