ଏସ୍‌ଆଇଙ୍କୁ ମାଡ଼ ଘଟଣାର ତନାଘନା; ଉତ୍ତ୍ୟକ୍ତ ଲୋକ ଛଡ଼ାଇ ନେଇଥିବା ବନ୍ଧୁକ ମିଳିଲା

ଆଠଗଡ଼(ଓଡ଼ିଶା ରିପୋର୍ଟର): ଏକ ପ୍ରେମୀ ଯୁଗଳଙ୍କୁ ଧରିବାକୁ ସାଦା ପୋଷାକରେ  ତଥା ଏକ ପ୍ରାଇଭେଟ ଗାଡ଼ିରେ ଆଠଗଡ଼ ଯାଇଥିବା ଢେଙ୍କାନାଳ ସଦର ଥାନା ପୁଲିସ୍‌  ଗତକାଲି ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲା।  ଉତ୍ତ୍ୟକ୍ତ ଲୋକେ ଢେଙ୍କାନାଳ ସଦର ଥାନା ଏସଆଇ ଚନ୍ଦ୍ରକାନ୍ତ ସେଠୀଙ୍କୁ ନିର୍ଧୂମ ଛେଚିଥିବା ବେଳେ ତାଙ୍କ ବନ୍ଧୁକକୁ ବି ଛଡ଼ାଇ ନେଇଥିଲେ। ଚାରିପଟୁ ଲୋକେ ଘେରି ରହିଥିବା ବେଳେ ଅସହାୟ ହୋଇ ପଡ଼ିଥିବା ଢେଙ୍କାନାଳ ସଦର ଥାନା  ପୁଲିସ୍‌କୁ ଉଦ୍ଧାର କରିଥିଲା ଆଠଗଡ଼ ପୁଲିସ୍‌ […]

SI

SI

Niharika Rout
  • Published: Friday, 02 December 2022
  • Updated: 02 December 2022, 11:08 AM IST

Sports

Latest News

ଆଠଗଡ଼(ଓଡ଼ିଶା ରିପୋର୍ଟର): ଏକ ପ୍ରେମୀ ଯୁଗଳଙ୍କୁ ଧରିବାକୁ ସାଦା ପୋଷାକରେ  ତଥା ଏକ ପ୍ରାଇଭେଟ ଗାଡ଼ିରେ ଆଠଗଡ଼ ଯାଇଥିବା ଢେଙ୍କାନାଳ ସଦର ଥାନା ପୁଲିସ୍‌  ଗତକାଲି ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲା।  ଉତ୍ତ୍ୟକ୍ତ ଲୋକେ ଢେଙ୍କାନାଳ ସଦର ଥାନା ଏସଆଇ ଚନ୍ଦ୍ରକାନ୍ତ ସେଠୀଙ୍କୁ ନିର୍ଧୂମ ଛେଚିଥିବା ବେଳେ ତାଙ୍କ ବନ୍ଧୁକକୁ ବି ଛଡ଼ାଇ ନେଇଥିଲେ। ଚାରିପଟୁ ଲୋକେ ଘେରି ରହିଥିବା ବେଳେ ଅସହାୟ ହୋଇ ପଡ଼ିଥିବା ଢେଙ୍କାନାଳ ସଦର ଥାନା  ପୁଲିସ୍‌କୁ ଉଦ୍ଧାର କରିଥିଲା ଆଠଗଡ଼ ପୁଲିସ୍‌ । ତୁରନ୍ତ ଆହତ ଏସଆଇଙ୍କୁ ଚିକିତ୍ସା ପାଇଁ ପଠା ଯାଇଥିବା ବେଳେ ତାଙ୍କ ବନ୍ଧୁକ ଖୋଜା ଆରମ୍ଭ କରିଥିଲା ଆଠଗଡ଼ ପୁଲିସ୍‌।

ଏଥିନିମନ୍ତେ ଆଠଗଡ଼ ଏସଡିପିଓ ବିଜୟ କୁମାର ବିଶିଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠିତ ହୋଇ ରାତାରାତି ବିଭିନ୍ନ ସ୍ଥାନରେ ଚଢ଼ାଉ ହୋଇଥିଲା। ଏହାପରେ ସୂଚନା ପାଇ ପଙ୍କାଳ ଗ୍ରାମର ଜଣେ ବ୍ୟକ୍ତିଙ୍କଠାରୁ ପୁଲିସ୍‌ ଏସଆଇ ଚନ୍ଦ୍ରକାନ୍ତ ସେଠୀଙ୍କ  ବନ୍ଧୁକ ଜବତ କରିଛି। ଆଠଗଡ଼ ପୁଲିସ୍‌ ଏହି ଘଟଣାକୁ ଗୁରୁତର ସହ ନେଇଥିବା ବେଳେ  ଏକାଧିକ ଲୋକଙ୍କ ନାଁରେ ତିଗିରିଆ ଥାନାରେ ମାମଲା ରୁଜୁ କରିଛି। ତେବେ ଏନେଇ ପୁଲିସ୍ କାହାକୁ ଗିରଫ କରି ନ ଥିବା  ବେଳେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଛି।

ଢେଙ୍କାନାଳ ସଦର ଥାନା ଅଞ୍ଚଳର ଏକ ପ୍ରେମୀ ଯୁଗଳ ଆଠଗଡ଼ ପଙ୍କାଳରେ ଆତ୍ମଗୋପନ କରିଥିବା ସ୍ଥାନୀୟ ପୁଲିସ୍‌ କିଛି ଦିନ ପୂର୍ବେ ଜାଣିବାକୁ ପାଇଥିଲା। ଏହା ପରେ ଢେଙ୍କାନାଳ ସଦର ଥାନା ପୁଲିସ୍‌ ୨ରୁ ୩ ଥର ସେହି ଗାଁରେ ଚଢ଼ଉ କରି ଖାଲି ହାତରେ ଫେରିଥିଲା।  ଗତ ବୁଧବାର  ମଧ୍ୟ ସମାନ ଢଙ୍ଗରେ ତିଗିରିଆ ଥାନା ପୁଲିସ୍‌କୁ କୌଣସି ସୂଚନା ନଦେଇ ସାଦା ପୋଷାକରେ ଅଚାନକ ପଙ୍କାଳ ଗାଁରେ ଚଢ଼ଉ କରିଥିଲା ଢେଙ୍କାନାଳ ସଦର ଥାନା ପୁଲିସ୍‌।

ସେଠାରୁ ନିରାଶ ହୋଇ ଫେରୁଥିବା ବେଳେ ନୂଆପାଟଣା ବଜାରଠାରେ ଅଭିଯୁକ୍ତଙ୍କ ସମ୍ପର୍କୀୟଙ୍କୁ ଉଠାଇବାକୁ ଚେଷ୍ଟା କରୁଥିଲା। ମାତ୍ର କିଛି ଲୋକେ ଏକଜୁଟ ହୋଇ ସାଦା ପୋଷାକରେ ଥିବା ପୁଲିସ୍‌କୁ ବହେ ଛେଚିଥିଲେ।  ଘଟଣାସ୍ଥଳରେ ପୁଲିସ ଓ ଉତ୍ତ୍ୟକ୍ତ ଲୋକଙ୍କ ମଧ୍ୟରେ  ଧସ୍ତାଧସ୍ତି ହୋଇଥିବା ବେଳେ ପୁଲିସ୍‌କୁ ପିଟିଥିଲେ ସ୍ଥାନୀୟ ଲୋକେ। ଏଥିରେ ଏସ୍‌ଆଇଜଣକ ଆହତ ହୋଇଥିଲେ। କଟକରେ ପ୍ରାଥମିକ ଚିକିତ୍ସା ପରେ ସେ ଘରକୁ ପଳାଇଥିବା ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story