ହୋଟେଲରେ ସେକ୍ସ ରାକେଟ୍ ଠାବ, ୪ ଅଟକ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ସେକ୍ସ ରାକେଟ୍ ଠାବ ହୋଇଛି। ଜଳେଶ୍ୱର ବଜାର ଉପରେ ଥିବା ଏକ ହୋଟେଲରେ ଦେହ ବ୍ୟବସାୟ ଚାଲିଥିବା ଖବର ପାଇ  ପୁଲିସ୍‌  ହୋଟେଲ ଉପରେ  ଚଢାଉ କରିଥିଲା। ସେଠାରୁ ପୁଲିସ୍‌ ଜଣେ ଗ୍ରାହକ, ହୋଟେଲ ମ୍ୟାନେଜର ଓ ଦୁଇ ଜଣ ମହିଳାଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ସୂଚନା ଅନୁସାରେ, ଜଳେଶ୍ୱର ବଜାରରେ ଥିବା ଏକ ହୋଟେଲରେ ଦେହ ବେପାର ହେଉଥିବା ନେଇ ଅଭିଯୋଗ ହୋଇଆସୁଥିଲା। ଏହାପରେ ପୂର୍ବ ଯୋଜନା […]

sex-racket

sex-racket

Tapaswini Nayak
  • Published: Saturday, 19 September 2020
  • Updated: 19 September 2020, 02:13 PM IST

Sports

Latest News

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ସେକ୍ସ ରାକେଟ୍ ଠାବ ହୋଇଛି। ଜଳେଶ୍ୱର ବଜାର ଉପରେ ଥିବା ଏକ ହୋଟେଲରେ ଦେହ ବ୍ୟବସାୟ ଚାଲିଥିବା ଖବର ପାଇ  ପୁଲିସ୍‌  ହୋଟେଲ ଉପରେ  ଚଢାଉ କରିଥିଲା। ସେଠାରୁ ପୁଲିସ୍‌ ଜଣେ ଗ୍ରାହକ, ହୋଟେଲ ମ୍ୟାନେଜର ଓ ଦୁଇ ଜଣ ମହିଳାଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।

ସୂଚନା ଅନୁସାରେ, ଜଳେଶ୍ୱର ବଜାରରେ ଥିବା ଏକ ହୋଟେଲରେ ଦେହ ବେପାର ହେଉଥିବା ନେଇ ଅଭିଯୋଗ ହୋଇଆସୁଥିଲା। ଏହାପରେ ପୂର୍ବ ଯୋଜନା ମୁତାବକ ଆଜି ଜଳେଶ୍ୱର ପୁଲିସ୍‌ ହୋଟେଲ ଉପରେ ଅତର୍କିତ ଚଢ଼ାଉ କରିଥିଲା।   

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story