ଆଶ୍ରମରେ ଚାଲିଥିଲା ଏପରି କାମ, ବନ୍ଧା ହେଲେ ବାବା

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଆଶ୍ରମରେ ଚାଲିଥିଲା ଗଞ୍ଜେଇ କାରବାର। ପୁଲିସ୍‌ ଚଢ଼ାଉ କରି ଆଶ୍ରମରୁ ୧ କ୍ୱିଣ୍ଟାଲ ଗଂଜେଇ ଜବତ କରିବା ସହ ବାବାଙ୍କ ସହ ୩ ଜଣଙ୍କୁ ଗିରଫ କରିଛି। ଏପରି ଘଟଣା ସମ୍ବଲପୁର ନାକଟିଦେଉଳ ଥାନା ଅଞ୍ଚଳରେ ଘଟିଛି। ନାକଟିଦେଉଳ ଥାନା ଅଞ୍ଚଳରେ ଥିବା  ଚହଟପଦା ଗାଁସ୍ଥିତ ପଞ୍ଚୁପାଣ୍ଡବ କ୍ରିଡ଼ା ସ୍ଥଳୀ ଆଶ୍ରମରେ ଗଂଜେଇ କାରବାର ଚାଲିଥିବା ପୁଲିସ୍‌ ଖବର ପାଇଥିଲା। ଏହାପରେ ଚଢ଼ାଉ କରି ୧ କ୍ୱିଣ୍ଟାଲ ଗଂଜେଇ ଜବତ କରିଛି। ଏହି ମାମଲାରେ […]

arrest

arrest

Niharika Rout
  • Published: Saturday, 26 June 2021
  • Updated: 26 June 2021, 12:24 PM IST

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଆଶ୍ରମରେ ଚାଲିଥିଲା ଗଞ୍ଜେଇ କାରବାର। ପୁଲିସ୍‌ ଚଢ଼ାଉ କରି ଆଶ୍ରମରୁ ୧ କ୍ୱିଣ୍ଟାଲ ଗଂଜେଇ ଜବତ କରିବା ସହ ବାବାଙ୍କ ସହ ୩ ଜଣଙ୍କୁ ଗିରଫ କରିଛି। ଏପରି ଘଟଣା ସମ୍ବଲପୁର ନାକଟିଦେଉଳ ଥାନା ଅଞ୍ଚଳରେ ଘଟିଛି।

ନାକଟିଦେଉଳ ଥାନା ଅଞ୍ଚଳରେ ଥିବା  ଚହଟପଦା ଗାଁସ୍ଥିତ ପଞ୍ଚୁପାଣ୍ଡବ କ୍ରିଡ଼ା ସ୍ଥଳୀ ଆଶ୍ରମରେ ଗଂଜେଇ କାରବାର ଚାଲିଥିବା ପୁଲିସ୍‌ ଖବର ପାଇଥିଲା। ଏହାପରେ ଚଢ଼ାଉ କରି ୧ କ୍ୱିଣ୍ଟାଲ ଗଂଜେଇ ଜବତ କରିଛି।

ଏହି ମାମଲାରେ ଆଶ୍ରମ ମୁଖ୍ୟ ବାବାଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି । ବାବା ଫୁଲବାଣୀରୁ ଗଞ୍ଜେଇ ଆଣି ଦଲାଲଙ୍କ ସହାୟତାରେ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଗଉଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି । ମାମଲାରେ ଅଧିକ ଛାନଭିନ୍‌ ଚଳାଇଛି ପୋଲିସ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story