ଜଙ୍ଗଲ ଭିତରେ ତିଆରି ହେଉଥିଲା ମଦ ; ଧରିଲା ଅବକାରୀ ବିଭାଗ

ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି): କରୋନାର ଭୟାବହତାକୁ ଆଖିରେ ରଖି  ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ମଦ ଦୋକାନ ବନ୍ଦ ରହିଛି। ହେଲେ ବଲାଙ୍ଗିର ଜିଲ୍ଲା କୁଟ୍ରାକେନ୍ଦ ଗାଁ ନିକଟ ଜଙ୍ଗଲ ଭିତରେ ବେଆଇନ ମଦ ତିଆରି ଚାଲିଛି l ଏସମ୍ପର୍କରେ  ଅବକାରୀ ବିଭାଗ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢଉ କରିଥିଲା। ଆଜି ସକାଳେ ଟିଟିଲାଗଡ଼ ଅବକାରୀ ବିଭାଗର ଏକ ଟିମ୍‌ କୁଟ୍ରାକେନ୍ଦ ଗାଁ ନିକଟ ଜଙ୍ଗଲ ଭିତରେ ଚଢ଼ଉ କରିଥିଲା। ସେଠାରୁ ୮୦୦ କିଲୋ […]

titilagarh

titilagarh

Jyoshna Pradhan
  • Published: Monday, 06 April 2020
  • Updated: 06 April 2020, 01:09 PM IST

Sports

Latest News

ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି): କରୋନାର ଭୟାବହତାକୁ ଆଖିରେ ରଖି  ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ମଦ ଦୋକାନ ବନ୍ଦ ରହିଛି। ହେଲେ ବଲାଙ୍ଗିର ଜିଲ୍ଲା କୁଟ୍ରାକେନ୍ଦ ଗାଁ ନିକଟ ଜଙ୍ଗଲ ଭିତରେ ବେଆଇନ ମଦ ତିଆରି ଚାଲିଛି l ଏସମ୍ପର୍କରେ  ଅବକାରୀ ବିଭାଗ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢଉ କରିଥିଲା।

ଆଜି ସକାଳେ ଟିଟିଲାଗଡ଼ ଅବକାରୀ ବିଭାଗର ଏକ ଟିମ୍‌ କୁଟ୍ରାକେନ୍ଦ ଗାଁ ନିକଟ ଜଙ୍ଗଲ ଭିତରେ ଚଢ଼ଉ କରିଥିଲା। ସେଠାରୁ ୮୦୦ କିଲୋ ପୋଚ ନଷ୍ଟ କରାଯିବା ସହ ୪୫ ଲିଟର ରନ୍ଧା ମଦ ଜବତ କରିଥିଲା। ଏଥିସହ ମଦ ରାନ୍ଧିବାରେ ବ୍ୟବହାର ହେଉଥିବା ବିଭିନ୍ନ ସାମଗ୍ରୀକୁ ଜବତ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଲୋକେ ଫେରାର ହୋଇ ଯାଇଥିବା ଅବକାରୀ ଅଧିକାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story