ଶ୍ରୀମନ୍ଦିର ପରିସରର ଫଟୋ ଭାଇରାଲ୍‌ କରି ସସ୍‌ପେଣ୍ଡ ହେଲେ ପୁଲିସ ବାବୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପରିସରର ଫଟୋ ଭାଇରାଲ୍‌ କରି ସସ୍‌ପେଣ୍ଡ ହେଲେ ପୁରୀ ସମୁଦ୍ରକୂଳ ଥାନାର ସବ୍ଇନ୍ସପେକ୍ଟର ଦିଲୀପ ପଣ୍ଡା। ତାଙ୍କୁ ପୁରୀ ଏସ୍‌ପି ସାର୍ଥକ ଷଡଙ୍ଗୀ ଆଜି ସସ୍‌ପେଣ୍ଡ୍‌ କରିଛନ୍ତି। ସୋମବାର ସକାଳେ ସବ୍ଇନ୍ସପେକ୍ଟର ଦିଲୀପ ପଣ୍ଡା ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରେ ଏହି ଫଟୋକୁ ଅପଲୋଡ଼ କରିଥିଲେ। ବାଇଶି ପାହାଚରେ ପିଣ୍ଡଦାନ କରିବା ସମୟର ଫଟୋ ସାଙ୍ଗକୁ ବେଢ଼ାରେ ଛିଡ଼ା ହୋଇଥିବା  ବେଳେ କିଛି ଫଟୋକୁ ସେ ଭାଇରାଲ କରିଥିଲେ। ଏହାକୁ ନିଜ ଫେସ୍‌ବୁକ୍‌ […]

Untitled-1-13

Untitled-1-13

Manoranjan Sial
  • Published: Monday, 08 October 2018
  • Updated: 08 October 2018, 08:55 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପରିସରର ଫଟୋ ଭାଇରାଲ୍‌ କରି ସସ୍‌ପେଣ୍ଡ ହେଲେ ପୁରୀ ସମୁଦ୍ରକୂଳ ଥାନାର ସବ୍ଇନ୍ସପେକ୍ଟର ଦିଲୀପ ପଣ୍ଡା। ତାଙ୍କୁ ପୁରୀ ଏସ୍‌ପି ସାର୍ଥକ ଷଡଙ୍ଗୀ ଆଜି ସସ୍‌ପେଣ୍ଡ୍‌ କରିଛନ୍ତି।

ସୋମବାର ସକାଳେ ସବ୍ଇନ୍ସପେକ୍ଟର ଦିଲୀପ ପଣ୍ଡା ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରେ ଏହି ଫଟୋକୁ ଅପଲୋଡ଼ କରିଥିଲେ। ବାଇଶି ପାହାଚରେ ପିଣ୍ଡଦାନ କରିବା ସମୟର ଫଟୋ ସାଙ୍ଗକୁ ବେଢ଼ାରେ ଛିଡ଼ା ହୋଇଥିବା  ବେଳେ କିଛି ଫଟୋକୁ ସେ ଭାଇରାଲ କରିଥିଲେ। ଏହାକୁ ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ଦିଲୀପ ଅପଲୋଡ୍‌ କରିବା ପରେ ଜଣେ ପୁଲିସ ଅଧିକାରୀଙ୍କ ଏଭଳି କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିଥିଲା। ପରେ ତାଙ୍କୁ ପୁରୀ ଏସ୍‌ପି ନିଲମ୍ୱିତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos