ସାଇକେଲ ଚାଳକକୁ ବଞ୍ଚାଇବାକୁ ଯାଇ ଓଲଟିଲା ପୁଲିସ୍‌ ଭ୍ୟାନ୍‌

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ଛତ୍ରପୁର ତାମ୍ପର ଏନ୍ଏଚ୍ ୧୬ରେ ଆଜି ସକାଳୁ ଇନ୍ଧନ ଗ୍ୟାସ୍ ବୋଝେଇ ଏକ ଟ୍ୟାଙ୍କର ଓଲଟି ପଡ଼ିଥିଲା। ଉକ୍ତ ଟ୍ୟାଙ୍କର ନିକଟକୁ ଯାଉଥିବା ଏକ ପୁଲିସ୍‌ ଭ୍ୟାନ୍‌ ଓଲଟି ପଡ଼ିବାରୁ ୫ ପୁଲିସ୍‌ କର୍ମଚାରୀ ଗୁରୁତର ହୋଇପଡ଼ିଛନ୍ତି।  ଜଣେ ସାଇକେଲ ଚାଳକକୁ ବଞ୍ଚାଇବାକୁ ଯାଇ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି। ୫ ପୁଲିସ୍‌ କର୍ମଚାରୀଙ୍କ ମଧ୍ୟରୁ ୪ ଜଣ ଏମକେସିଜିରେ ଭର୍ତ୍ତି ହୋଇଥିବା ବେଳେ ଜଣେ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। […]

police-2

police-2

Niharika Rout
  • Published: Wednesday, 13 January 2021
  • Updated: 13 January 2021, 12:06 PM IST

Sports

Latest News

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ଛତ୍ରପୁର ତାମ୍ପର ଏନ୍ଏଚ୍ ୧୬ରେ ଆଜି ସକାଳୁ ଇନ୍ଧନ ଗ୍ୟାସ୍ ବୋଝେଇ ଏକ ଟ୍ୟାଙ୍କର ଓଲଟି ପଡ଼ିଥିଲା। ଉକ୍ତ ଟ୍ୟାଙ୍କର ନିକଟକୁ ଯାଉଥିବା ଏକ ପୁଲିସ୍‌ ଭ୍ୟାନ୍‌ ଓଲଟି ପଡ଼ିବାରୁ ୫ ପୁଲିସ୍‌ କର୍ମଚାରୀ ଗୁରୁତର ହୋଇପଡ଼ିଛନ୍ତି।  ଜଣେ ସାଇକେଲ ଚାଳକକୁ ବଞ୍ଚାଇବାକୁ ଯାଇ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି। ୫ ପୁଲିସ୍‌ କର୍ମଚାରୀଙ୍କ ମଧ୍ୟରୁ ୪ ଜଣ ଏମକେସିଜିରେ ଭର୍ତ୍ତି ହୋଇଥିବା ବେଳେ ଜଣେ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ, ଆଜି ସକାଳେ ଇନ୍ଧନ ଗ୍ୟାସ୍ ବୋଝେଇ ଏକ ଟ୍ୟାଙ୍କର ବିଶାଖାପାଟଣାରୁ ଜଟଣୀକୁ ଏଚପି ଗ୍ୟାସ ନେଇ ଫେରୁଥିଲା। ଘନ କୁହୁଡି ଯୋଗୁଁ ହଠାତ୍ ଛତ୍ରପୁର ଜାତୀୟ ରାଜପଥ ତାମ୍ପରା ନିକଟରେ ଭାରସାମ୍ୟ ହରାଇ ଗାଡ଼ିଟି ଓଲଟିପଡିଥିଲା । ତେବେ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ ଡ୍ରାଇଭର କିମ୍ବା ହେଲପରଙ୍କ କୌଣସି କ୍ଷତି ହୋଇନାହିଁ। ସେପଟେ ଗ୍ୟାସ ବୋଝେଇ ଟ୍ୟାଙ୍କର ଓଲଟିବା ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟିକି ରହିଛି ।  ସୁରକ୍ଷା ଦୃଷ୍ଟିରୁ ରାଜପଥର ଦୁଇ ପାର୍ଶ୍ୱକୁ ସିଲ୍ କରି ଦିଆଯାଇଛି।  ଫଳରେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଗାଡି ଚଳାଚଳ ପ୍ରଭାବିତ ହୋଇଛି।

ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍ ଲିଙ୍କ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଉକ୍ତ ଅଞ୍ଚଳକୁ ନଆସିବା ପାଇଁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଅଗ୍ନିଶମବାହିନୀ ଲୋକଙ୍କୁ ସଚେତନ କରୁଛି। ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଗ୍ୟାସ୍ ଲିକ୍ ବନ୍ଦ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଟ୍ୟାଙ୍କର ଉପରେ ପାଣି ସିଞ୍ଚନ କରାଯାଉଛି।  ଅଗ୍ନିଶମ ବାହିନୀ ଏକ ଟେକନିକାଲ ଟିମକୁ ଖବର ଦେଇଛି। ଉକ୍ତ  ଟିମ୍‌ ପହଞ୍ଚିବା ପରେ ଟ୍ୟାଙ୍କରରୁ ଗ୍ୟାସ ଖାଲି କରାଯିବ ବୋଲି ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story