ବାଇକରେ ନେଉଥିଲେ, ବାଟରେ ଧରିଲା ପୁଲିସ

ଭଦ୍ରକ(ଓଡ଼ିଶା ରିପୋର୍ଟର): ଭଦ୍ରକ ଜିଲ୍ଲା ରାଣୀତାଲ କେନାଲ ରୋଡ ନିକଟରୁ ୨ ବ୍ରାଉନସୁଗର ବେପାରୀଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କ ପାଖରୁ ୩୦ଗ୍ରାମର ବ୍ରାଉନସୁଗର ସହ ଗୋଟିଏ ବାଇକ୍ ଓ ଦୁଇଟି ମୋବାଇଲ ଜବତ କରାଯାଇଛି। ଗିରଫ ଦୁଇଜଣ ହେଲେ ବନମାଳୀ ମଲିକ୍ ଏବଂ ଭରତ ମଲିକ୍। ସେମାନଙ୍କ ଘର ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଉଳପୋଖରୀ ଗାଁରେ। ସୂଚନା ଅନୁସାରେ, ଗତକାଲି ବନମାଳୀ ଓ ଭରତ ଭଦ୍ରକରୁ ବାଇକ୍‌ରେ ବ୍ରାଉନସୁଗର ନେଇ ଯାଉଥିବା ଭଦ୍ରକ ଗ୍ରାମାଞ୍ଚଳ […]

bhadrak-300x185

bhadrak-300x185

Tapaswini Nayak
  • Published: Wednesday, 09 September 2020
  • Updated: 09 September 2020, 11:54 AM IST

Sports

Latest News

ଭଦ୍ରକ(ଓଡ଼ିଶା ରିପୋର୍ଟର): ଭଦ୍ରକ ଜିଲ୍ଲା ରାଣୀତାଲ କେନାଲ ରୋଡ ନିକଟରୁ ୨ ବ୍ରାଉନସୁଗର ବେପାରୀଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କ ପାଖରୁ ୩୦ଗ୍ରାମର ବ୍ରାଉନସୁଗର ସହ ଗୋଟିଏ ବାଇକ୍ ଓ ଦୁଇଟି ମୋବାଇଲ ଜବତ କରାଯାଇଛି। ଗିରଫ ଦୁଇଜଣ ହେଲେ ବନମାଳୀ ମଲିକ୍ ଏବଂ ଭରତ ମଲିକ୍। ସେମାନଙ୍କ ଘର ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଉଳପୋଖରୀ ଗାଁରେ।

ସୂଚନା ଅନୁସାରେ, ଗତକାଲି ବନମାଳୀ ଓ ଭରତ ଭଦ୍ରକରୁ ବାଇକ୍‌ରେ ବ୍ରାଉନସୁଗର ନେଇ ଯାଉଥିବା ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା। ଏହା ପରେ ରାଣୀତାଲ ଛକରେ ଜଗି ରହିଥିଲା। ରାଣୀତାଲ ଛକରେ ବନମାଳୀ ଓ ଭରତ ପୁଲିସକୁ ଦେଖି ପଳାଇଯାଉଥିବା ବେଳେ ରାଣୀତାଲ କେନାଲ ରୋଡ ନିକଟରେ ପୁଲିସ୍‌ ସେମାନଙ୍କୁ କାବୁ କରିଥିଲା। ସେମାନଙ୍କ ପାଖରୁ ୩୦ଗ୍ରାମର ବ୍ରାଉନସୁଗର ଜବତ କରିବା ସହ ଗୋଟିଏ ବାଇକ୍ ଓ ଦୁଇଟି ମୋବାଇଲ ମଧ୍ୟ ଜବତ କରିଛି ପୁଲିସ୍‌ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story