Advertisment

ଧନୀ ଗୋଦାମରେ ଗରିବ ଖାଦ୍ୟ

ନା ଭତ୍ତା ମୁଳୁଛି ନା ଚାଉଳ। ହେଲେ ଗୋଦାମ ଭିତରେ ରହିଛି ପିଡିଏସ ଚାଉଳ। ଦଲାଲ ଲଗାଇ ଗରିବଙ୍କ ପାଇଁ ଥିବା ଚାଉଳକୁ ଲୁଟ କରି କେମିତି ମାଲେମାଲ୍ ହେଉଛନ୍ତି ଗୋଦାମ ମାଲିକ ତାହାର ପୋଲ୍ ଖୋଲିଛି ଓଡ଼ିଶା ରିପୋର୍ଟର ।

author-image
Manoj Swain
ଅଦ୍ୟତନ ହୋଇଛି

ନା ଭତ୍ତା ମିଳୁଛି ନା ଚାଉଳ। ହେଲେ ଗୋଦାମ ଭିତରେ ରହିଛି ପିଡିଏସ ଚାଉଳ। ଦଲାଲ ଲଗାଇ ଗରିବଙ୍କ ପାଇଁ ଥିବା ଚାଉଳକୁ ଲୁଟ କରି କେମିତି ମାଲେ ମାଲ୍ ହେଉଛନ୍ତି ଗୋଦାମ ମାଲିକ ତାହାର ପୋଲ୍ ଖୋଲିଛି ଓଡ଼ିଶା ରିପୋର୍ଟର ।

Advertisment
Odisha Poverty Pds