ନା ଭତ୍ତା ମିଳୁଛି ନା ଚାଉଳ। ହେଲେ ଗୋଦାମ ଭିତରେ ରହିଛି ପିଡିଏସ ଚାଉଳ। ଦଲାଲ ଲଗାଇ ଗରିବଙ୍କ ପାଇଁ ଥିବା ଚାଉଳକୁ ଲୁଟ କରି କେମିତି ମାଲେ ମାଲ୍ ହେଉଛନ୍ତି ଗୋଦାମ ମାଲିକ ତାହାର ପୋଲ୍ ଖୋଲିଛି ଓଡ଼ିଶା ରିପୋର୍ଟର ।