ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଏବେ ତଳମୁହାଁ କରୋନା ଗ୍ରାଫ । ଦିନକୁ ଦିନ ଖସୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨ ହଜାର ତଳକୁ ଖସିଛି ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୪୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୮୭୪ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ହେଉଛି ୬୨୩ ଚିହ୍ନଟ । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୨୮୩ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୦୧, ଝାରସୁଗୁଡ଼ାରୁ ୭୫, ଅନୁଗୋଳରୁ ୭୧ ,କଟକରୁ ୬୯, କୋରାପୁଟରୁ ୬୬, ଯାଜପୁରରୁ ୬୪, ଦେବଗଡ଼ରୁ ୬୨, ସମ୍ବଲପୁରରୁ ୫୯, ରାୟଗଡ଼ାରୁ ୫୨, ଗଜପତିରୁ ୪୫, କେନ୍ଦୁଝରରୁ ୪୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଏହାବାଦ ବାଲେଶ୍ୱରରୁ ୫୦, ବରଗଡ଼ରୁ ୨୨, ଭଦ୍ରକରୁ ୧୯, ବଳାଙ୍ଗିରରୁ ୨୨, ବୌଦ୍ଧରୁ ୩୨,ଢେଙ୍କାନାଳରୁ ୨୭, ଗଞ୍ଜାମରୁ ୮, ଜଗତସିଂହପୁରରୁ ୨୪, କଳାହାଣ୍ଡିରୁ ୩୮, କନ୍ଧମାଳରୁ ୩୧, କେନ୍ଦ୍ରାପଡ଼ାରୁ ୧୬, ମାଲକାନଗିରିରୁ ୭, ମୟୂରଭଞ୍ଜରୁ ୩୫, , ନବରଙ୍ଗପୁରରୁ ୩୪, ନୂଆପଡ଼ାରୁ ୨୩, ପୁରୀରୁ ୩୭, ସୋନପୁରରୁ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ସମୁଦାୟ ପଜିଟିଭ ସଂଖ୍ୟା ୧୨,୬୮,୩୦୮ ଥିବା ବେଳେ ସୁସ୍ଥ ହେଲେଣି ୧୨, ୩୭,୯୭୬ । ଏହାବାଦ ରାଜ୍ୟରେ ୨୧,୫୨୫ ଆକ୍ଟିଭ କେସ୍ ରହିଛି।
ଏହାବାଦ ରାଜ୍ୟରେ ଆଉ ୨୦ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଳାହାଣ୍ଡିରୁ ୪, କଟକରୁ ୩ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଜଗତସିଂହପୁର, ନୟାଗଡ଼ରୁ ୨ ଲେଖାଏଁ ଓ ଯାଜପୁର, କେନ୍ଦ୍ରାପଡ଼ା, ରାୟଗଡ଼ାରୁ ଜଣେ ଲେଖାଏଁ କରୋନାରେ ଆଖି ବୁଜିଛନ୍ତି। ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮୭୫୪କୁ ବୃଦ୍ଧି ପାଇଛି।
Covid-19 Report For 6th Feb
New Positive Cases: 1497
Of which 0-18 years: 283
In quarantine: 874
Local contacts: 623(Details of local contacts will be shared by concerned District)
1. Angul: 71
2. Balasore: 50
3. Bargarh: 22
4. Bhadrak: 19
5. Balangir: 22
6. Boudh: 32— I & PR Department, Odisha (@IPR_Odisha) February 7, 2022
6. Boudh: 32
7. Cuttack: 69
8. Deogarh: 62
9. Dhenkanal: 27
10. Gajapati: 45
11. Ganjam: 8
12. Jagatsinghpur: 24
13. Jajpur: 64
14. Jharsuguda: 75
15. Kalahandi: 38
16. Kandhamal: 31
17. Kendrapada: 16
18. Keonjhar: 42
19. Khurda: 251
20. Koraput: 66
21. Malkangiri: 7— I & PR Department, Odisha (@IPR_Odisha) February 7, 2022
22. Mayurbhanj: 35
23. Nawarangpur: 34
24. Nayagarh: 56
25. Nuapada: 23
26. Puri: 37
27. Rayagada: 52
28. Sambalpur: 59
29. Sonepur: 6
30. Sundargarh: 101
31. State Pool: 53New recoveries: 3624
Cumulative tested: 28043615
Positive: 1268308
Recovered: 1237976
Active cases: 21525— I & PR Department, Odisha (@IPR_Odisha) February 7, 2022
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।