Advertisment

‘ନବୀନ କହିଲେ ୧୨ ମାସ, ୫-ଟି କହିଲେ ୨୪ ଘଣ୍ଟା’

ମେ ୭ ତାରିଖରେ ଥିଲା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନଙ୍କ ଗଞ୍ଜାମ ଗସ୍ତ। ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳି ହିଞ୍ଜିଳିର ବିଭିନ୍ନ ଅଞ୍ଚଳ ବୁଲିଥିଲେ ସଚିବ। ଏହି ଅବସରରେ ସେ ଶେରଗଡ଼ ଏବଂ ହିଞ୍ଜିଳି ବ୍ଲକର ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଓ ସରକାରୀ ବିଦ୍ୟାଳୟ ଗସ୍ତ କରିଥିଲେ। ହିଞ୍ଜିଳି ବ୍ଲକରେ ଦକ୍ଷତା ବିକାଶ କେନ୍ଦ୍ର ମିଶନ ଶକ୍ତି ଗ୍ରୁପର ମହିଳାଙ୍କ ସହ ଆଲୋଚନା କରିଥିଲେ। ସ୍କୁଲରେ ଯେଉଁ ସବୁ ଅସୁବିଧା ରହିଛି ତାହା ଆଗାମୀ ଦିନରେ ପୂରଣ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏହାକୁ ନେଇ ରାଜନୀତିକ ଟାର୍ଗେଟ୍ କରିଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ।

author-image
Debendra Prusty

Naveen Patnaik BjD Odisha Ganjam 5T