2 ବର୍ଷ ପରେ ମଞ୍ଚ ଚଢ଼ିଲେ ପ୍ରଦୀପ୍ତ | Odisha Reporter
ଦୁଇ ବର୍ଷ ପରେ ମଞ୍ଚ ଚଢ଼ିଲେ ପ୍ରଦୀପ୍ତ
ନଡ୍ଡାଙ୍କ ସଭାରେ ବିଶେଷ ଆକର୍ଷଣ ଥିଲେ ପ୍ରଦୀପ୍ତ ନାୟକ। କରୋନାରେ ପଡ଼ି ଚିକିତ୍ସିତ ହେଉଥିବା ପ୍ରଦୀପ୍ତ ଆଜି ସଭା ମଞ୍ଚରେ। ପୁଣିଥରେ ନିର୍ବାଚନ ମୈଦାନକୁ ଓହ୍ଲାଇବା ପାଇଁ ହେଉଛନ୍ତି ପ୍ରସ୍ତୁତ। ପ୍ରଦୀପ୍ତଙ୍କ ଭାଷଣରେ ତାଳିମାରି ସ୍ଲୋଗାନ ଦେଲେ ସମର୍ଥକ। ପ୍ରଦୀପ୍ତ କହିଲେ ସେ ଅଛନ୍ତି ଲୋକଙ୍କ ସାଙ୍ଗରେ।
2 ବର୍ଷ ପରେ ମଞ୍ଚ ଚଢ଼ିଲେ ପ୍ରଦୀପ୍ତ | Odisha Reporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
