Advertisment

ପୂର୍ବତନ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ନାଁରେ କଲେଜ ଟଙ୍କା ହଡ଼ପ ଅଭିଯୋଗ

ଭୁବନେଶ୍ୱର: ଭଦ୍ରକସ୍ଥିତ ବରପଦା ଇଂଜିନିୟରିଂ କଲେଜ ଜରିଆରେ ଭଣ୍ଡାରିପୋଖରୀ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି କୋଟି କୋଟି ଟଙ୍କା ହଡ଼ପ କରିଥିବା ଅଭିଯୋଗ ଆସିଛି। ଏପରି ଅଭିଯୋଗ ଆଣିଛନ୍ତି ଉକ୍ତ କଲେଜର କିଛି କର୍ମଚାରୀ। ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କର୍ମଚାରୀମାନେ କହିଛନ୍ତି, “ବରପଦା କଲେଜ ଟଙ୍କାରେ ଭୁବନେଶ୍ୱର କଣ୍ଟାବାଡ଼ଠାରେ ଅନ୍ୟ ଏକ ଇଂଜିନିୟରିଂ କଲେଜ ନିର୍ମାଣ କରାଯାଇଥିଲା। ହେଲେ ଏହି କଲେଜ ଓ ଜମିକୁ ପ୍ରୟାସକାନ୍ତି ବିକ୍ରି କରିଦେଇ ଟଙ୍କା […]

ପୂର୍ବତନ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ନାଁରେ କଲେଜ ଟଙ୍କା ହଡ଼ପ ଅଭିଯୋଗ

barapada

Advertisment

ଭୁବନେଶ୍ୱର: ଭଦ୍ରକସ୍ଥିତ ବରପଦା ଇଂଜିନିୟରିଂ କଲେଜ ଜରିଆରେ ଭଣ୍ଡାରିପୋଖରୀ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି କୋଟି କୋଟି ଟଙ୍କା ହଡ଼ପ କରିଥିବା ଅଭିଯୋଗ ଆସିଛି। ଏପରି ଅଭିଯୋଗ ଆଣିଛନ୍ତି ଉକ୍ତ କଲେଜର କିଛି କର୍ମଚାରୀ।

Advertisment

ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କର୍ମଚାରୀମାନେ କହିଛନ୍ତି, “ବରପଦା କଲେଜ ଟଙ୍କାରେ ଭୁବନେଶ୍ୱର କଣ୍ଟାବାଡ଼ଠାରେ ଅନ୍ୟ ଏକ ଇଂଜିନିୟରିଂ କଲେଜ ନିର୍ମାଣ କରାଯାଇଥିଲା। ହେଲେ ଏହି କଲେଜ ଓ ଜମିକୁ ପ୍ରୟାସକାନ୍ତି ବିକ୍ରି କରିଦେଇ ଟଙ୍କା ହଡ଼ପ କରିନେଇଛନ୍ତି।”

ତେବେ ଏ ସମ୍ପର୍କରେ ପ୍ରୟାସକାନ୍ତି କିମ୍ବା ପୂର୍ବତନ ବିଧାୟକ ପ୍ରଫୁଲ୍ଲଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe