Advertisment

ଧର୍ମେନ୍ଦ୍ରଙ୍କୁ ଟେକିଲେ, ନବୀନଙ୍କୁ ପକାଇଲେ

କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ଗତି କୁଆଡ଼େ? କଂଗ୍ରେସରେ ବହୁଦିନ ଧରି ଅସନ୍ତୁଷ୍ଟ ଥିବା ଚର୍ଚ୍ଚାରେ ରହି ଆସିଛନ୍ତି ମୋକିମ। ବର୍ତ୍ତମାନ କଂଗ୍ରେସର ନୂତନ ତାଲିକା ପ୍ରକାଶ ପାଇଛି। ତାଲିକାକୁ ନେଇ କ’ଣ ରହିଛି ମୋକିମଙ୍କ ପ୍ରତିକ୍ରିୟା? ଆମକୁ ଏକ ସାକ୍ଷାତକାର ଦେବା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରଶଂସା କରିଥିବା ବେଳେ ନବୀନଙ୍କ ଉଦ୍ଦେଶ୍ୟରେ କ’ଣ କହିଲେ, ଦେଖନ୍ତୁ ଏହି ଇଣ୍ଟରଭିୟୁରେ।

Naveen Patnaik Odisha Md Moqim Congress Dharmendra Pradhan Moqim
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe