ଚର୍ଚ୍ଚାରେ ବିଶାଲଙ୍କ ସମ୍ବଲପୁରରେ ଓ୍ବେଲକମ୍ ବବି | Odisha Reporter
Advertisment
ଝାରସୁଗୁଡ଼ାରେ ନବ ଦାସଙ୍କୁ ପୁଲିସ୍ ଗୁଳିକରି ମାରିଦେବା ପରେ ନବ ଲିଗାସି ପାଇଁ ଦୀପାଳି ଦାସ ହେଲେ ଝାରସୁଗୁଡ଼ାର ବିଧାୟକ। ହେଲେ ନବ ଦାସଙ୍କ ଜନ୍ମମାଟି ହେଉଛି ସମ୍ବଲପୁର। ଆଉ ଏବେ ସମ୍ବଲପୁର ବିଜେଡି ରାଜନୀତିରେ ନବ ଦାସଙ୍କ ପୁଅ ବିଶାଲ ଦାସଙ୍କ ଏଣ୍ଟ୍ରି ନେଇ ଚର୍ଚ୍ଚା !
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us