ଆଇଏଏସ୍ ପ୍ରଣତି ଛୋଟରାୟଙ୍କୁ ରାଜ୍ୟ ସରକାର ବୟନିକାର ପରିଚାଳନା ନିର୍ଦ୍ଦେଶକ ଭାବେ ବଦଳି କରିଛନ୍ତି। ଶ୍ରୀମତୀ ଛୋଟରାୟ ଏବେ ଟ୍ରେଜେରୀ ଆଣ୍ଡ ଇନ୍ସପେକ୍ସନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି ।
Also Read
ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଶ୍ରୀମତୀ ଛୋଟରାୟ ବୟାନିକା ପରିଚାଳନା ନିର୍ଦ୍ଦେଶିକା ଭାବେ ରାଜ୍ୟ ସରକାରରେ ଆଇଏଏସ୍ କ୍ୟାଡ଼ରରେ ଯୁଗ୍ମ ସଚିବ ପାହ୍ୟାର ସୁବିଧାସୁଯୋଗ ପାଇବେ । ଶ୍ରୀମତୀ ଛୋଟରାୟ ମଧ୍ୟ ରାଜ୍ୟ ହସ୍ତତନ୍ତ ନିର୍ଦ୍ଦେଶିକା ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଥାନାରେ ପଶି ପୁଲିସକୁ ପ୍ରବଳ ପିଟିଲେ ବିକ୍ଷୋଭକାରୀ, ଭିଡିଓ ଭାଇରାଲ
ଆଦିବାସୀ ସଂପ୍ରଦାୟର ଜଣେ ୧୭ ବର୍ଷୀୟ ଝିଅର ମୃତଦେହ ମିଳିବା ପରେ ଦିନାଜପୁରରେ ପ୍ରବଳ ହିଂସାକାଣ୍ଡ ଘଟିଥିଲା।
National
ରାହୁଲଙ୍କ ପରେ ତେଜସ୍ୱୀ ଯାଦବଙ୍କ ନାଁରେ ମାନହାନୀ କେସ୍
ହରେଶ ମେହେତା ନାମକ ଜଣେ ବ୍ୟବସାୟୀ ଅହମଦାବାଦ ମେଟ୍ରୋପଲିଟାଣ୍ଟ କୋର୍ଟରେ ତେଜସ୍ୱୀଙ୍କ ବିରୋଧରେ ଅଭିଯୋଗ କରିଥିଲେ।
Jajpur
ଝୁଲି ପଡ଼ିଲେ ନର୍ସିଂ ଛାତ୍ରୀ! କାରଣ ଅସ୍ପଷ୍ଟ
ଭଦ୍ରକ ଜିଲ୍ଲା ଧୂସୁରୀ ଅଞ୍ଚଳର ନନ୍ଦ କିଶୋର ସାହୁଙ୍କ ଝିଅ ନିବେଦିତା ସାହୁ ଜାଭିୟର ନର୍ସିଂ କଲେଜରେ ପାଠ ପଢ଼ୁଥିଲେ। ସେ ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ। ହଷ୍ଟେଲ୍ରେ ରହୁଥିଲେ। ଆଜି ସେ ଘରୁ କଲେଜ ଆସିଥିଲେ।
Politics
ସବୁ ମନ୍ତ୍ରୀଙ୍କୁ ନବୀନଙ୍କ ଚିଠି, ମାଗିଲେ ବିଭାଗର ହିସାବ: ୨୨ରୁ ଚାଲିବ ‘ସମୀକ୍ଷା’ ପ୍ରହସନ
ମିଳିଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଜର ସମସ୍ତ ମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ଚିଠି ଲେଖି ଆସନ୍ତା ମେ’ ୨୯ତାରିଖରେ ପଂଚମ ପାଳି ଶାସନର ଚତୁର୍ଥ ବର୍ଷ ପୂର୍ତ୍ତିି ହେଉଥିବା ନେଇ ଶୁଭେଚ୍ଛା ଜଣାଇଛନ୍ତି ।